ମାଓ ଭୟରେ ଭିଟାମାଟି ଛାଡ଼ିଲେ ୮୫ ଉର୍ଦ୍ଧ୍ବ ଗ୍ରାମବାସୀ

ଖବର ପାଇ ଲୋକଙ୍କ ପାଖରେ ପହଁଚିଲା ପ୍ରଶାସନ l   ଚିତ୍ରକୋଣ୍ଡା:-(ବି ଶ୍ରୀନିବାସ ପାତ୍ର)- ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡା,ବିହନଗୁଡ଼ି ,ଖାଲପଦର ,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,…

ଗରିବ ପରିବାରର ମହିଳାଙ୍କୁ ସ୍ମାର୍ଟ ଫୋନ ବିତରଣ।

ଟିଟିଲାଗଡ,(ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଲେବେଡ଼ା ପଞ୍ଚାୟତ ରେ ଫେବୃଆରୀ ୨ ତାରିଖ ରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ସମ୍ମିଳନୀରେ ୧୩୫ ଟି ସ୍ମାର୍ଟ ଫୋନ ବିତରଣ କରାଯାଇଛି । ପ୍ରଥମ ଦିନ ରେ ୪୦ ଟି ଦ୍ଵିତୀୟ ଦିନରେ ୪୫ ଟି ତୃତୀୟ ଦିନରେ ୫୦ ଟି ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ…

 ମଣ୍ଡିରେ ଗଜା ଧାନ, ତରଳୁନି ସରକାରଙ୍କ ମନ !!!

http://www.youtube.com/watch?v=4y1mxgmSTIg  ମଣ୍ଡିରେ ହଜାର ହଜାର ଧାନ ବସ୍ତା ଗଜା, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଥିବା ଯୋଗୁଁ ବିଭିନ୍ନ ଧାନ…

ପୂଜ୍ୟପୂଜା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନର ଅଭିନବ ପ୍ରୟାସ

ଶୁଭାରମ୍ଭ ହେଲା ''ଆମ ଇତିହାସ- ଆମ ସମ୍ମାନ'' ଅଭିଯାନ   ଭୁବନେଶ୍ୱର : ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଆମ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ବର୍ଷରେ ଥରେ ସଫା ହୋଇ ସ୍ମୃତିଚାରଣ କରାଯାଏ |  ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଏକ ଅଭିନବ ପ୍ରୟାସ…

ପରଜଙ୍ଗ ବ୍ଲକ ୩ନମ୍ବର ଜିଲ୍ଲା ପରିଷଦ ଜୋନରେ ଉପ-ନିର୍ବାଚନୀ ଉଷ୍ମତା

ବିଜେଡି ପକ୍ଷରୁ ପ୍ରଚାର ଜୋରଦାର, ଘରକୁ ଘର ବୁଲି ଚାଲିଛି ଭୋଟ ଭିକ୍ଷା  ଦଳ ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ନୃସିଂହ- ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ  ପରଜଙ୍ଗ (ଶାସକ ପ୍ରଶାସକ) : ପରଜଙ୍ଗ ବ୍ଲକର ୩ନମ୍ବର ଜୋନ ଜିଲ୍ଲା ପରିଷଦ ଉପ-ନିର୍ବାଚନ ପାଇଁ ବିଜେଡି…

ଜିଲ୍ଲା ସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା। 

ରାୟଗଡା (ସରୋଜ କୁମାର ସାହୁ) :  ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜୈନ ପ୍ରେକ୍ଷାଳୟ, ଜେ.କେ. ପେପର ମିଲ ଠାରେ ଆୟୋଜିତ ହୋଇଯାଇଛି।  ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ…

ହରିଶଙ୍କର ଓ ଶୁକ ତେଲ ପ୍ରକଳ୍ପ ଗସ୍ତରେ ଉଚ୍ଚସ୍ତରୀୟ କମିଟି 

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଗସ୍ତରେ ମୁଖ୍ୟସଚିବ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ୫ଟି ସଚିବ ଆସି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ସୁକତେଲ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି | ହରିଶଙ୍କରର  ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ୱିକ ବିକାଶ…

ଗାଆଁକୁ ଗାଆଁ ବୁଲି ଶିକ୍ଷା ଦେଉଛନ୍ତି ସୁବାସ ସାର 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ଶିକ୍ଷାଦାନ ସ୍କୁଲ, କଲେଜ ପରିସରରେ କରାଯାଇ ପାରୁଥିବା ବେଳେ ନବମ ଓ ଏକାଦଶ ଶ୍ରେଣୀ ଆଗାମୀ ୧୦ ତାରିଖରୁ କରାଯାଉଥିବା ଜଣାଯାଇଛି l କିନ୍ତୁ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ ଆଗ୍ରହକୁ…

ପୈତୃକ ଜମି ହଡପ ଅଭିଯୋଗ-ପଞ୍ଚମ ଦିନରେ ପହଞ୍ଚିଲା ଆମରଣ ଅନଶନ , ପ୍ରଶାସନ ଚୁପ ।

ବୀରମହାରାଜାପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ତହସିଲରେ ଜମି ଦୁର୍ନୀତି ଅଭିଯୋଗ ରେ କଲମପୁର ଗ୍ରାମ ର ଗୋପାଲ ମେହେର ଦୀର୍ଘ 5 ଦିନ ହେବ ପରିବାର ସହ ତହସିଲ କାର୍ଯ୍ୟଳୟରେ ଆଗରେ ଆମରଣ ଅନଶନରେ ବସିଛନ୍ତି । ଅଭିଯୋଗ ଅନୁଯାୟୀ ଗୋପାଳଙ୍କ…

ଏଣିକି ବ୍ୟାଟେରୀ ଚାଳିତ ଗାଡିରେ ବୁହା ହେବ ଅଳିଆ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)- ଭବାନୀପାଟଣା ସହରରେ ଶବ୍ଦ ଓ ବାୟୁ ପ୍ରଦୂଷଣ କୁ ଲାଘବ କରିବାପାଇଁ ମ୍ୟୁନିସିପାଲଟି ତରଫରୁ ଆଉ ଏକ ପ୍ରଶଂସନୀୟ ଉଦ୍ୟମ ହାତକୁ ନିଆଯାଇଛି। ପୂର୍ବରୁ ସହରବାସୀ ଅଳିଆ ଆବର୍ଜ୍ଜନାକୁ ମନଇଚ୍ଛା ଏଣେତେଣେ ଯେପରି ପକାଇବେ ନାହିଁ ସେଥିପାଇଁ ପ୍ରତି…