କୋମଣ୍ଡରେ ୧୦୮ ହଳ ଅଗ୍ନିଦଣ୍ଡ ଉଠିଲେ
ଓଡ଼ଗାଁ ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ କୋମଣ୍ଡ ଠାରେ ବିଜେ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ଅନୁସରଣରେ ସତର ଦିନ ବ୍ୟାପି ଚାଲିଥିବା ଦଣ୍ଡ ଯାତ୍ରାର ଆଜି ଅନ୍ତିମ ଦିନରେ ପାଟ ଦଣ୍ଡୁଆ କୁଳମଣି ଦଳେଇଙ୍କ ନେତୃତ୍ବରେ ଗ୍ରାମ ପୁଷ୍କରିଣୀର ଜଳ…