ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭ ଉଦଘାଟନ।

ପଦ୍ମପୁର(ଶାସକ ପ୍ରଶାସକ):ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜମଲା ତରଫରୁ ବରିକେଲ ଉପକେନ୍ଦ୍ର ଠାରେ ଦୀର୍ଘ ସ୍ଥାୟୀ କୀଟନାଶକ ଉପଚାରୀତ ମଶାରୀ ବଣ୍ଟନ ର ଉଦଘାଟନ କରାଯାଇଛି।ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ଙ୍କ କରକମଳରେ ମଶାରୀ ବଣ୍ଟନର ଶୁଭାରମ୍ଭ କରାଯାଇଥିଲା।ଉପଖଣ୍ଡ…

ଗାଇସିଲେଟରେ ଓଡିଶା ମୋ ପରିବାର,ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର

ବରଗଡ :- କଥାରେ ଅଛି ରକ୍ତଦାନ ମହତ ଦାନ । ବାସ୍ତବରେ ଯଦି ଜଣେ ରୋଗୀକୁ ଉଚିତ ସମୟରେ ରକ୍ତ ଟିକିଏ ମିଳିଗଲେ ତାର ଜୀବନ ନିଶ୍ଚିତ ଭାବରେ ବିପଦ ମୁକ୍ତ ହେବା ଏଥିରେ ସନ୍ଦେହ ନାହିଁ । ରାଜ୍ୟରେ ରେ ଯେମିତି ରକ୍ତ ଅଭାବରୁ କାହାରି ଜୀବନ ନଯାଉ ସେଥିପାଇଁ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ…

ବିଧାୟକ ଙ୍କର ଦ୍ୱାରା ସପ୍ତାହିକ ହାଟର ଉଦଘାଟନ

ପାଇକମାଲ :-ଏବେବି ଗ୍ରାମାଞ୍ଚଳରେ ସପ୍ତାହିକି ହାଟ ଲୋକଙ୍କର ପାଇଁ କ୍ରୟ ବିକ୍ରୟ କରିବାର ଏକ ଆବଶ୍ୟକୀୟ ମାଧ୍ୟମ । ସପ୍ତାହ ସାରା   ପରିଶ୍ରମ କରିବା ପରେ ନିଜର ଆବଶ୍ୟକୀୟ ଜିନିଷ କିଣାବିକା ପାଇଁ ଗ୍ରାମାଞ୍ଚଳର ଲୋକ ବଜାର ବା ହାଟ ଉପରେ ନିର୍ଭର କରନ୍ତି ।  କୋବିଡ଼ କଟକଣା ପାଇଁ ସରକାର ଙ୍କର…

ବୈକୁଣ୍ଠନାଥ ଯୁବପରିଷଦର କୋର କମିଟି ବୈଠକ 

ହାଟଡିହୀ(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ବୈକୁଣ୍ଠନାଥ ଯୁବପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯୁବପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କହ୍ନେଇ ଚରଣ ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ…

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ : ଡାକ୍ତରଙ୍କ ରିଲେ ଅନଶନ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):  ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଆଇ ଏମ ଏ ହାଉସ ରେ ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖାର ଡାକ୍ତର ମାନେ ମିକ୍ସଓପାଥୀ ବିରୋଧ ରେ ରିଲେ ଅନଶନ ରେ ବସିଛନ୍ତି।ଗତ ନଭେମ୍ବର 20 ତାରିଖରେ କେନ୍ଦ୍ର ସରକାରଙ୍କ ଆୟୁଷ…

ଅରୁଣଙ୍କ ପତ୍ର ପରେ ରେଳବାଇର ଉତ୍ତର : ନୟାଗଡ଼-ପୁରୀ ରେଳ ଚଳାଚଳ ପ୍ରସ୍ତାବ ବିଚାରାଧୀନ

ଭୁବନେଶ୍ୱର : ନୟାଗଡରୁ ପୁରୀ ରେଳ ଚଳାଚଳ ପୁନଃ ଆରମ୍ଭ କରିବା ପାଇଁ ନୟାଗଡ଼ ବିଧାୟକ ତଥା କୃଷି,କୃଷକ କଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ବିକାଶ ତଥା ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ଲେଖିଥିବା ପତ୍ରର ଉତ୍ତର ଦେଇଛନ୍ତି ପୂର୍ବତଟ ରେଳବାଇ ମହା ପ୍ରବନ୍ଧକ ବିଦ୍ୟାଭୂଷଣ । ଗତ 22 ତାରିଖରେ…

ମୟୂରଭଞ୍ଜରେ ପ୍ରାଣୀଧନ ଚିକିତ୍ସକ ମରୁଡ଼ି, ଖାଲି ପଡ଼ିଛି ବହୁ ପଦବୀ

ବାରିପଦା(ଦିଲ୍ଲୀପ ମହାନ୍ତି)-ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ । କୃଷି ଓ, ଗୃହପାଳିତ ପଶୁ ପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜିଲ୍ଲାବାସୀ ମୁଖ୍ୟତଃ ନିର୍ଭର କରିଥାନ୍ତି । ବିଶେଷ କରି ପାହାଡ଼ିଆ ଓ ଉପାନ୍ତ ଅଞ୍ଚଳ ସହିତ ଗାଁଗଣ୍ଡାରେ ବସବାସ କରୁଥିବା ଆଦିବାସୀ, ମହାନ୍ତ ଆଦି…

ଧ୍ୟାନ, ଆତ୍ମଜ୍ଞାନ,ବୈରାଗ୍ୟର ବାର୍ତ୍ତାନେଇ ସାଇକେଲ୍ ଯାତ୍ରାରେ ମାନବ 

ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ ଆରମ୍ଭହୋଇ ସାରିବା କଲିକତା ମା କାଳୀଙ୍କ ପାଖରେ  ବାରିପଦା(ଦିଲ୍ଲୀପ ମହାନ୍ତି) : ଧ୍ୟାନ, ଆତ୍ମଜ୍ଞାନ,ବୈରାଗ୍ୟର ବାର୍ତ୍ତା ପ୍ରସାର ନେଇ ଯୁବକଙ୍କ ସାଇକେଲ୍ ଯାତ୍ରା। ମନ୍ଦିରମାଳିନୀ ଭୁବନେଶ୍ବରର ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ ଆରମ୍ଭ ହୋଇଥିବା ଏହି…

ରାୟଗଡା ଜିଲ୍ଲାପାଳଙ୍କ ଗୁଣପୁର ବ୍ଲକ ଗସ୍ତ । 

ଗୁଣୁପୁର (ମାଧବ ବିଡ଼ିକା) : ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଗୁଣପୁର ବ୍ଲକ ଗସ୍ତରେ ଆସି ଗୁଣପୁର ସଦରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ସମୀକ୍ଷା କରିବା ସହ ଭିତ୍ତିଭୂମି ଉନ୍ନୟନ ଉପରେ ଆଲୋକପାତ କରିଥିଲେ । ପରେ ଗୁଣପୁର ବ୍ଲକର ଟିଟିମିରି, ଭୀମପୁର, ସୀମା, ତିନିଆମ୍ବ ପ୍ରଭୃତି…

ଶ୍ରୀମନ୍ଦିର ଐତିହ୍ୟ ଚିଠାକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ କାର୍ଯ୍ୟକ୍ରମ

ପୁରୀ : ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ପରେ ୩୦୦ ମିଟର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ଯେଉଁ ଜାତୀୟ ଐତିହ୍ୟ ଚିଠା ଦୀର୍ଘ ଦିନ ହେଲା ପଡିରହିଥିଲା ତାହାକୁ ତତକ୍ଷଣାତ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା…