ମୋ ପରିବାର ତରଫରୁ ରକ୍ତଦାନ ଶିବିର 

ପଦ୍ମପୁର :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜବୋରାସମ୍ବର ବ୍ଲକ୍ ବିଜୁ ଯୁବ-ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜମଲା ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ବରଗଡ଼ ଜିଲ୍ଳା ସଂଯୋଜକ ଗୌରହରି…

ଝାରବନ୍ଧ ବ୍ଲକରେ ମସାରି ବଣ୍ଟନ

ଝାରବନ୍ଧ ( ମନୋହର ଦାଶ) :ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକ ରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡଭା ତରଫରୁ ଔଷଧୀୟ ମସାରି ବଣ୍ଟନ ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଓ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା ମିଳିତ ଭାବରେ ଉଦଘାଟନ…

ସମସ୍ୟାର ସମାଧାନ କରି ଗ୍ରାମବାସୀଙ୍କ ପ୍ରିୟପାତ୍ର ହେଲେ ଯଶୋବନ୍ତ 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ସମସ୍ୟା ସବୁ ଗାଁ ରେ ଅଛି ରହିଥିବ ମଧ୍ୟ l ହେଲେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ବହୁତ କମ ଲୋକ ବାହାରିଥାନ୍ତି l ବର୍ତମାନ ଯୁବକ ମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହି ଲୋକଙ୍କ ସେବା କରିବା ଭୁଲି ଯାଉଛନ୍ତି l ହେଲେ କିଛି ଯୁବକ ବର୍ତମାନ…

ସ୍କୁଲ ଫିସ ଛାଡ ପାଇଁ ଦାବି ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କରୋନା ମହାମାରୀ ସମୟରେ ବେସରକାରୀ ସ୍କୁଲ ଗୁଡିକୁ ଫି ଛାଡ଼ କରିବା ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଓ ନିର୍ଦ୍ଦେଶକୁ ସଠିକ କାର୍ଯ୍ୟକାରିତା ପାଇଁ  ଓଡଶା ଅଭିଭାବକ  ମହାସଂଘ ତରଫରୁ ଦାବି କରାଯାଇଛି । ସମ୍ବଲପୁର ଠାରେ ମହାସଂଘର ଅଧ୍ୟକ୍ଷ ବାସୁଦେବ …

ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ଆନ୍ଧ୍ର ଓ ପଡେ଼ାଶୀ ରାଜ୍ୟ ସହ ସୀମା ବିବାଦ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍   ଭୁବନେଶ୍ୱର- ଆନ୍ଧ୍ରପ୍ରଦେଶ ହେଉ ଅଥବା ଅନ୍ୟାନ୍ୟ ପଡେ଼ାଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ରାଜ୍ୟ…

ଆଉ ଗୋଟିଏ ଷଢେଇକଳା-ଖରସୁଆଁ ଘଟଣାର ପୁନରାବୃତି ହେବାକୁ ଦେବୁନାହିଁ 

ସୀମାନ୍ତବର୍ତୀ ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ପରଖିଲେ ରାଜ୍ୟ ବିଜେପି ପ୍ରତିନିଧୀ ଦଳ   ଗଭୀର ଭାବଗତ ସମ୍ପର୍କ ସତ୍ୱେ ବାଧ୍ୟବାଧକତାରେ ଓଡିଆ ଲୋକେ ଆନ୍ଧ୍ର ମୁହାଁ ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା । ପାରଳା ମହାରାଜ…

 ଦେଶର ପ୍ରଥମ ସିଏନଜି  ଟ୍ରାକ୍ଟର

ଚାଷୀଙ୍କ ଆୟରେ ବୃଦ୍ଧି ଘଟିବା ସହ ଗ୍ରାମାଂଚଳରେ ରୋଜଗାର ବଢିବ-ଧର୍ମେନ୍ଦ୍ର ପ୍ରଧାନ   ନୂଆଦିଲ୍ଲୀ/ଭୁବନେଶ୍ୱର– ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜାତୀୟ ଆଦିବାସୀ ଲୋକନୃତ୍ୟ,ସଙ୍ଗୀତ ଉତ୍ସବ ଉଦଘାଟିତ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)" ଜିଲ୍ଲା ଜୁନାଗଡ଼ ଠାରେ  ତା:୧୨ ଶୁକ୍ରବାର ଦିନ ଜାତୀୟ ଆଦିବାସୀ ନୃତ୍ୟ,ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଶକ୍ତି , ଶିଳ୍ପ, ଗୃହ ରାଷ୍ଟ୍ରମନ୍ତ୍ରୀ କେପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ…

ପି ସି ବେହେରା ସିନିୟର ମହିଳା ଫୁଟବଲ ପ୍ରତିଯୋଗିତା ୧୫ ତାରିଖରୁ

୨୧ ରେ ଫାଇନାଲ ଅନୁଷ୍ଠିତ ହେବ ମ୍ୟାଚ  ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲା କ୍ରୀଡା ସଂଘ ଓ  ଓଡିଶା ଫୁଟବଲ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆସନ୍ତା ୧୫ ତାରିଖରୁ ୨ୟ ବାଟାଲିୟନ ଓ.ଏସ.ଏପି ଷ୍ଟାଡିୟମ ଓ ସେଠାରେ ଥିବା ୨ଟି ଫୁଟବଲ ପଡିଆରେ ଆନ୍ତଃ ଜିଲା ପି ସି ବେହେରା ସିନିୟର…

ଘରୋଇ ବିଦ୍ୟାଳୟ ସରକାରୀ ନିୟମର ପାଳନ କରିବାକୁ ବାଧ୍ୟ।

ନଚେତ ସରକାର ଗ୍ରହଣ କରିପାରିବେ କାର୍ଯ୍ୟାନୁଷ୍ଠାନ : ଓଡିଶା ଅଭିଭାବକ ମହାସଂଘ। ଝାରସୁଗୁଡ଼ା :(ସୁଭାଷ ସହାରେ) -ଘରୋଇ ବିଦ୍ୟାଳୟଗୁଡ଼ିକ ଫି ଛାଡ଼ କରିବା ପ୍ରସଙ୍ଗ ନେଇ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ମାନିବା ପାଇଁ ବାଧ୍ୟ। ନଚେତ ସେମାନଙ୍କ ମାନ୍ୟତା ରଦ୍ଦ କରିପାରିବେ ସରକାର। ଏ ନେଇ…