ଯୋଗକୁ ଏଯାଏ ଯଥୋଚିତ ଗୁରୁତ୍ୱ ଦେଇନାହାନ୍ତି ରାଜଧାନୀବାସୀ
ଭୁବନେଶ୍ୱର, ଜୁନ ୨୦ : ସାରା ବିଶ୍ୱରେ ବର୍ତମାନ ଯୋଗକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଏହା ସାହାଯ୍ୟରେ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୋଗରୁ ଦୁରେଇ ରଖିବା ନିମନ୍ତେ ଭାରତରେ ଚିନ୍ତା କରାଯାଉଛି | ଏହାସତ୍ବେ ସହରାଂଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ…