ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ପାଳିତ
ଓଡ଼ଗାଁ ଥାନା ଠାରୁ ହାଟଛକ ପର୍ଯ୍ୟନ୍ତ ବାଇକ୍ ରାଲି ଅନୁଷ୍ଠିତ
ଓଡ଼ଗାଁ ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଡ.ବିଆର ଆମ୍ବେଦକର ସେବକସଂଘ, ନୟାଗଡ଼ ଏବଂ ଭିମ ଆର୍ମି ଭାରତ ଏକତା ମିଶନ ଆନୁକୂଲ୍ୟରେ ଭାରତରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମଜୟନ୍ତୀ ପାଳନ…