ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା: ରାସ୍ତାରୁ ହଟିଲେ ଚାଷୀ।

ପଦ୍ମପୁର। ଶାସକ ପ୍ରଶାସକ  :ରାଜବୋଡାସମ୍ବର କୃଷକ ସଂଗଠନ , ପଦ୍ମପୁର ତରଫରୁ ଦୀର୍ଘ ଏଗାର ଦିନ ଟ୍ରାକ୍ଟର ବୋଝେଇ ଧାନ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କୋୖଣସି ନିଷ୍କର୍ଷ ନ ବାହାରିବାରୁ ଆନ୍ଦୋଳନ ରତ ଚାଷୀ ମାନେ ପଦ୍ମପୁର ବରଗଡ଼ ମୁଖ୍ୟ ରାସ୍ତା କନସିଙ୍ଗା ଛକଠାରେ ରାସ୍ତା…

ସୀମା ବିବାଦକୁ ସମାଧାନ କରି ସୀମାବର୍ତୀ ଅଂଚଳର ଲୋକଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର :ସମୀର…

ଓଡିଶା ଝାଡଖଣ୍ଡ ସୀମାବର୍ତୀ ଡେଣୁଆଁ ଗାଁ ଗସ୍ତ କରି ବାସ୍ତବ ସ୍ଥିତି ପରଖିଲା ଉଚ୍ଚ ସ୍ତରୀୟ ବିଜେପି ପ୍ରତିନିଧୀ ଦଳ  ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ପରି…

କୄଷକ ମୋର୍ଚ୍ଚା ଜିଲ୍ଲା ସଭାପତି ହେଲେ ଶ୍ରୀକାନ୍ତ ମିଶ୍ର ।

ପଦ୍ମପୁର- ଆଜି ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ନୂତନ ଭାବେ ମନୋନୀତ ଜିଲ୍ଲା ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ତଥା ମୋର୍ଚ୍ଚା ସଭାପତି ମାନଙ୍କ ନାମ ପ୍ରକାଶ କରିଛନ୍ତି ଜିଲ୍ଲା କମିଟି । ଆଜିର ଏହି କ୍ରମରେ ବରଗଡ଼ ଜିଲ୍ଲା କୄଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାବରେ…

ସୀମାନ୍ତରେ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ଆମର ରାଜ୍ୟର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ :- ଉପଜିଲ୍ଲାପାଳ ସୀମାନ୍ତବର୍ତୀ ଗ୍ରାମ ଗୁଡିକରେ ଅନ୍ୟ ଗ୍ରାମ ଭଳି ଜାରି ରହିଛି ଉନ୍ନୟନ କାର୍ଯ୍ୟ :- ଝାରବନ୍ଧ ବିଡ଼ିଓ ସୀମାନ୍ତରେ କୋଣସି ଗ୍ରାମରେ ପଡୋଶୀ ଛତିଶଗଡ଼ ରାଜ୍ୟର ଦଖଲ ନାହିଁ :-  ଝାରବନ୍ଧ ତହସିଲଦାର ସୀମାନ୍ତ…

ବୁଢ଼ାରଜା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ I

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)-ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପାଇବା ପରେ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି I  ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ' ଅଭିଯାନ କ୍ରମରେ ବୁଧବାର  ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…

‘ମାନ୍ୟତା’ : ଦର୍ଶକଙ୍କୁ ଆକୃଷ୍ଟ କରିବ ନବାଗତା ସାହିଲଙ୍କ ଅଭିନୟ ଓ କାହାଣୀର ମୌଳିକତା  

ବାରିପଦା(ଦିଲ୍ଲୀପ ମହାନ୍ତି) : ମୌଳିକ କାହାଣୀ, ବଳିଷ୍ଠ ରଚନା, ପ୍ରଭାବଶାଳୀ ସଂଳାପକୁ ନେଇ ସମୃଦ୍ଧ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ମାନ୍ୟତା’ର ସୁଟିଂ ବାରିପଦାର ବିଭିନ୍ନ ସ୍ଥାନରେ ଜାରି ରହିଛି। ବି-କ୍ୟୁବ୍ ଏଣ୍ଟରଟେନମେଣ୍ଟ୍, ଭୁବନେଶ୍ବରର ପ୍ରଥମ ଅବଦାନ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ…

ବାମନଘାଟୀ ଉପଖଣ୍ଡ ପାଲଟିଛି ଚୋରା ଲୁହାପଥର ମାଫିଆଙ୍କ ଭୂସ୍ବର୍ଗ 

ଦୁଇ ଚୋରା ଲୁହାପଥର ବୋଝେଇ ଟ୍ରେଲର ଜବତ ଏବଂ ଦୁଇ ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଚୋରା ଲୁହାପଥର ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ଜିଲ୍ଲାରେ ବାଦାମ ପାହାଡ଼, ସୁଲାଇପାଟ ଏବଂ ଗୋରୁମହିଷାଣୀ ଆଦି ତିନୋଟି ଲୁହାପଥର ଖଣି ମଧ୍ୟରୁ ଗୋରୁମହିଷାଣୀ ଓ…

ଦନ୍ତା ହାତୀ ଆକ୍ରମଣରେ ମା ଓ ପୁଅଙ୍କ ମୃତ୍ୟୁ -ଗୁରୁତର ବାପା ଡାକ୍ତରଖାନାରେ ଭର୍ତ୍ତି।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ଦନ୍ତା ହାତୀ ଆକ୍ରମଣରେ ମାଁ ଏବଂ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ଯୁ।ସମ୍ବଲପୁର ଜିଲ୍ଲାର ଜମକିରା ଫରେଷ୍ଟ ରେଂଜ ଅନ୍ତର୍ଗତ ମହଦା ପଞ୍ଚାୟତର ଆଖାଡାଦାଣ୍ଡ ଗାଁ ନିକଟରେ ଘଟିଛି ଏହି ଅଭାବୀୟ ଘଟଣା। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରରେ ଭର୍ତ୍ତି   …

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଶିଶୁ ସୁରକ୍ଷା କର୍ମଚାରୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତିର କର୍ମଚାରୀ ମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଥିବା ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ…

ସ୍କୁଲଗୁଡିକର ମନମାନୀ ଉପରେ ଲାଗିବ ଅଙ୍କୁଶ : ସ୍ୱଚ୍ଛତା ଆଣିବ ଆରଟିଇ ପାରଦର୍ଶୀ ପୋର୍ଟାଲ

ଭୁବନେଶ୍ୱର(ଶାସକ ପ୍ରଶାସକ) -ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍ ସିଟର  ୨୫ ପ୍ରତିଶତ ସଂରକ୍ଷିତ ସିଟରେ ନାମ ଲେଖାଇବା ବାଧ୍ୟତାମୂଳକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…