ବୋଲେରୋ ଚାଳକଙ୍କୁ ଲୁଟ୍ ମାମଲା : ୩ ଜଣ ଗିରଫ I
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଅଇଁଠାପାଲି ଥାନା ଅର୍ନ୍ତଗତ ଅନଗୁଳିଆପଡା ନିକଟରେ ଗତ ୧୩ ତାରିଖ ବିଳମ୍ବିତ ରାତ୍ରିରେ ଜଣେ ବୋଲେରୋ ଗାଡି ଚାଳକଙ୍କୁ ଲୁଟ୍ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ଅର୍ନ୍ତଗତ ଲେପେଇକାନି ନିବାସୀ ଭୁବନେଶ୍ୱର କିଶାନ…