ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ଗଜପତି ଜିଲ୍ଲାର କାଶୀନଗର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୮ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୮୦୦ ଜଣ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକା ଦିଆଯିବା ବ୍ୟବସ୍ଥା ହୋଇଥିଲା ।
ପୂର୍ବରୁ ଅର୍ଥାତ ଗତ ୧ ତାରିଖ ଠାରୁ…