ଅକ୍ଷୟପାତ୍ର ଫାଉଣ୍ଡେସନ ଅଫିସ ସିଲ୍, ପ୍ରଥମ ଦଫାରେ ୧୦ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ପୁରୀ/ଅନିମେଶ ପଟ୍ଟନାୟକ: ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନର ପୁରୀ ଅଫିସ । ରଥଯାତ୍ରା ସମୟରେ କିଛି ଇସ୍କନ ଭକ୍ତଙ୍କୁ ଛାତ ଉପରେ ରଖି ରଥଯାତ୍ରା ଦର୍ଶନ କରାଇବା ଅଭିଯୋଗରେ ସିଲ୍ କରିଛି ପ୍ରଶାସନ। ଏଥିସହ ୧୦ ଜଣଙ୍କ ନାଁରେ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।…

ବାଧ୍ୟତାମୂଳକ ଶିକ୍ଷା ଅଧିକାର ଉପରେ ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣଙ୍କ ଆନୁକୂଲ୍ୟରେ ମୌଳିକ ଶିକ୍ଷାଗତ ଅଧିକାର ଓ juvenile justice act ଉପରେ ଏକ ଆଇନ ସଚେତନତା ଶିବିର ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ଶ୍ରୀ ବ୍ୟମୋକେଶ…

ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ ଥିବା ସମସ୍ୟା ତଥା ପ୍ରକଳ୍ପର ଅଗ୍ରଗତିକୁ  ଉପରେ ସମୀକ୍ଷା କଲେ ନରସିଂହ

ବଲାଙ୍ଗୀର/ ନିରୋଜ ମିଶ୍ର :  ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନଃର୍ବାସ, ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ ଙ୍କ ସହିତ ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ ଥିବା ସମସ୍ୟା ତଥା ପ୍ରକଳ୍ପର…

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା: ୨୬ ଲକ୍ଷ ଶ୍ରମିକଙ୍କୁ ୩୮୫ କୋଟି

ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା : ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଆପଣଙ୍କ ସହାୟତା ଆମକୁ ବଞ୍ଚିବାର ରାହା ଦେଇଛି – ନିର୍ମାଣ ଶ୍ରମିକ ଭୁବନେଶ୍ବର(ଶାସକ ପ୍ରଶାସକ ) :ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ।…

ରାୟଗଡ ଗାନ୍ଧୀନଗର ଶିକ୍ଷା କ୍ଲଷ୍ଟର ତରଫରୁ ବୁଦୁରାବାଲାସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ 

ରାୟଗଡ(ସରୋଜ ସାହୁ) : ରାୟଗଡ ଗାନ୍ଧୀନଗର ଶିକ୍ଷା କ୍ଲଷ୍ଟର ତରଫରୁ ବୁଦୁରାବାଲାସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ରାୟଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ରାୟଗଡ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ ମୁଖ୍ୟ ଅତିଥି…

ରାୟଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୯

ରାୟଗଡ(ସରୋଜ ସାହୁ) : ଗତ କାଲି ରାୟଗଡ ଜିଲ୍ଲାରେ କରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଜଣ ରହିଥିବା ବେଳେ ଆଜି ସେହି ସଂଖ୍ୟା ବଢି ୨୯ ଜଣରେ ପହଂଚିଛି । ଜିଲ୍ଲାରେ ବର୍ତମାନ ସରକାରୀ ଭାବେ ୧୯୪୫୮ ଜଣ କୋରନା ଭୂତାଣୁରେ ଆକ୍ରନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯୦୨୦ ଜଣ ରେଗୀ ସୁସ୍ଥ…

ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଳକ ସଭାପତି ବଢ଼ାଇଲେ ସହଯୋଗର ହାତ 

 ହ୍ବିଲ ଚେୟାର ପାଇଲେ ଦିବ୍ୟାଙ୍ଗ ବାଳକ ଉମେଶ  ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଛେତଗାଁ ପଞ୍ଚାୟତ ଛେତଗାଁ ଗ୍ରାମର ୧୩ ବର୍ଷୀୟ ଦିବ୍ୟାଙ୍ଗ ବାଳକ ଉମେଶ ପଟେଲ , ଜନ୍ମରୁ ଦିବ୍ୟାଙ୍ଗ । ସେ ଠିକ ଭାବରେ ଚଲାବୁଲା କରି ପାରନ୍ତି ନାହିଁ କିନ୍ତୁ ପାଠ ପଢିବା ପାଇଁ…

ରଣପୁରରେ ସି ପି ଆଇ(ଏମ )ଓଡିଶା ବନ୍ଦକୁ ବିପୁଳ ସମର୍ଥନ

ରଣପୁରରୁ  ପ୍ରସନ୍ନ କୁମାର ସାମନ୍ତରାୟ : ଦେଶରେ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ,ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନୀତି ବିରୋଧରେ  ସି ପି ଆଇ (ଏମ) ସମେତ ବାମପନ୍ଥୀ ଦଳମାନ ଙ୍କ ଆହ୍ବାନକ୍ରମେ  ଯଥା  କଂଗ୍ରେସ,ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ଏବଂ ବିଭିନ୍ନ ଗଣସଙ୍ଗଠନ ସମର୍ଥନ ରେ…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ୨ଟି ସଚେତନତା ଅଭିଯାନ ରଥର  ଶୁଭାରମ୍ଭ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଖରିଫ-୨୦୨୧ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ୨ଟି ସଚେତନତା ଅଭିଯାନ ରଥର କୃଷି ପତାକା ଦେଖାଇ…

ଆଂଶିକ ଲକଡାଉନ ଆଉ ଦୁଇ ସପ୍ତାହ ବଢ଼ିଲା

ଖୋଲିବ ସାଲୁନ, ବିୟୁଟି ପାର୍ଲର, ସ୍ପା  ରାଜ୍ୟ ସାରା ଚାଲିବ ବସ, ୨୫ ପର୍ଯ୍ୟନ୍ତ ପୁରୀକୁ ବସ ମନା  ଭୁବନେଶ୍ୱର : ଆଂଶିକ ଲକଡାଉନ ଆଉ ଦୁଇ ସପ୍ତାହ ବଢ଼ିଲା | ପୂର୍ବଭଳି ଦୁଇଟି କାଟାଗୋରିରେ ରହିବ ସବୁ ଜିଲ୍ଲା | କାଟାଗୋରି ଏ ରେ ୨୦ ଜିଲ୍ଲା ଓ କାଟାଗୋରି ବିରେ ୧୦ ଜିଲ୍ଲା |…