ଭିଜିଲାନ୍ସ ଖାପଚରେ ଆସିଷ୍ଟାଣ୍ଟ ଇଞ୍ଜିନିୟର : ପ୍ରାଥମିକ ଠାବ ତିନି ମହଲା କୋଠା ଓ ଦ୍ୱିତଳ ମାର୍କେଟ କମ୍ପ୍ଲେକ୍ସ

 ବାରିପଦା ( ଦିଲ୍ଲୀପ ମହାନ୍ତି) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ଧୀରେଇ ମାଝୀ@ହାଁସଦାଙ୍କ ଘରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢାଉ ଏକ ସଂଗରେ ପାଂଚଟି ଜାଗାରେ କରାଯାଉଛି।…

କାରଣ ଯଦି ସତ ତେବେ ସାଙ୍ଘାତିକ : ଜମି ବିକି ନପାରି ବିଷ ପିଇଲେ ବୃଦ୍ଧ ଗଜିନ୍ଦ୍ର !

ତହସିଲ ସମସ୍ୟା କାରଣରୁ ଦୀର୍ଘ ଦିନ ତହସିଲ ଅଫିସକୁ ଦୌଡି ନୟାନ୍ତ ହେଲା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କିଟନାଶା ପିଇ ଆତ୍ମହତ୍ୟା ଉଦ୍ୟମ କଲେ୬୫ ବର୍ଷୀୟ ଗଜିନ୍ଦ୍ର ! ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅଫିସ ସମ୍ମୁଖରେ ଆଜି ରାଇସଲପଦର ଗ୍ରାମର ଗଜିନ୍ଦ୍ର ବାରିକ…

ଶ୍ରୀରାମପୁର ଗ୍ରାମ ପଞ୍ଚାୟତରେ  ବିଜେଡିର ମିଶ୍ରଣ ସଭା 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ଠାରେ  ବିଜେଡି ମିଶ୍ରଣ ସଭା  ଆୟୋଜନ ହୋଇଥିଲା I ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲା ବିଜେଡିର ମହିଳା ସଭାନେତ୍ରୀ  ପୁନମ କହଁର ,…

‘ମୋ କଲେଜ ଅଭିଯାନ’ ଅଧୀନରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ): ନବଗଠିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ବିକାଶର ରୂପରେଖରେ ପୁରାତନ ଛାତ୍ରଛାତ୍ରୀମାନେ ବିଶେଷ ଭୂମିକା ଗ୍ରହଣ କରିବେ। ରବିବାର ଦିନ ଆୟୋଜିତ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।  ୧୮ ଜୁଲାଇ ୧୯୬୦ ମସିହାରେ…

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପିସିସି  ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ନିଯୁକ୍ତ 

ଭୁବନେଶ୍ୱର- କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ଗଣମାଧ୍ୟମରେ କଂଗ୍ରେସର ଚେହେରା ଭାବେ ଜଣାଶୁଣା ଶ୍ରୀ ଗଣେଶ୍ୱର ବେହେରାଙ୍କୁ  ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି | ।   ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ…

ବିଭିଷଣଙ୍କ ଉପରେ କେବେ ପଡିବ ପ୍ରଶାସନର ସଦୟ ନଜର !!

ପଦ୍ମପୁର(ଶାସକପ୍ରଶାସକ)- ଗରିବ ଅସହାୟ ଲୋକମାନେ ପକ୍କା ଘରେ ସୁବିଧାରେ ରହିପାରିବେ ସେଥିପାଇଁ ସରକାର ବିଜୁ ପକ୍କା ଘର ଯୋଜନା ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଛନ୍ତି । ହେଲେ ପଞ୍ଚାୟତ ସ୍ତରୀୟ ଓ ବ୍ଳକ ସ୍ତରୀୟ ଅସାଧୁ କର୍ମଚାରୀ ମାନଙ୍କ ଖାମଖିଆଲି…

ଓଡିଶା  ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବାଙ୍କୀ ଗସ୍ତ

କ୍ଷେତ୍ର ପରିଦର୍ଶନ କରିବା ସହ କୃଷକ ଏବଂ ପାଣିପଂଚାୟତ ସଦସ୍ୟମାନଙ୍କ ସହିତ କଲେ ଆଲୋଚନା ଭୁବନେଶ୍ୱର (ଶାସକ ପ୍ରଶାସକ) :ଆଜି  ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀଙ୍କ ସହିତ କଟକ ଜିଲ୍ଲା ବାଙ୍କୀ ବିଧାନସଭା ମଣ୍ଡଳୀ ଗସ୍ତ…

ଲୋଇସିଂହା : ଅଘୋଷିତ ବିଦୁତ କାଟ ଓ ଦରବୃଦ୍ଧି କୁ ବିରୋଧ କରି ବିଜେପି ମୋର୍ଚ୍ଚା ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟରେ…

ଲୋଇସିଂହା (ସନ୍ତୋଷ କୁମାର ଠାକୁର ): ଅଘୋଷିତ ବିଦୁତ କାଟ ଓ ଦରବୃଦ୍ଧି ଯୋଗୁଁ ବିଜେପି ମୋର୍ଚ୍ଚା ପକ୍ଷରୁ ଲୋଇସିଂହା ବିଦୁତ କାର୍ଯ୍ୟାଳୟରେ ଏକ ସ୍ମାରକ ଦାବୀପତ୍ର ପ୍ରଦାନ କରାଯାଇଛି l ଦାବିରେ ମୁଖ୍ୟ ଉଦେଶ୍ୟ ହେଲା ବର୍ଦ୍ଧିତ ବିଦୁତ  ଶୁଳ୍କ ପ୍ରତ୍ୟହାର କରାଯାଉ l ବେଆଇନ ଭାବେ ୧୦୦ ୟୁନିଟ…