ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ : ଜଣେ ମୃତ ଓ 15ରୁ ଉର୍ଦ୍ଧ୍ବ ଆହତ
ନୟାଗଡ(ବିଶ୍ୱଜିତ ନାୟକ) - ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ | ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଲେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି l
ଆଜି ଅପରାହ୍ନ ରେ ବ୍ରହ୍ମପୁରରୁ ନରସିଂହପୁର ଚୌଧୁରୀ ନାମକ ଯାତ୍ରୀ ବାହି ବସ ଆସୁଥିବା ବେଳେ ଫତେଗଡ଼ ଥାନା ଦରଦା…