ପୋଖରୀ ରେ ବୁଡି ଯୁବକ ର ମୃତ୍ୟୁ।
ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ପଣ୍ଡା ପୋଖରୀ ରେ ଗାଧୋଇବା ବେଳେ ଅସାବଧାନତା ବଶତଃ ସୋମନାଥ ବାରିକ ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଥିବା ଲୋକମାନେ ଚେଷ୍ଟା କରି ଉଦ୍ଧାର କରି ପାରିନଥିଲେ। ପରେ ଅଗ୍ନିଶମ ବାହିନୀ ର ସହାୟତା ରେ ସୋମନାଥ କୁ ଗଭୀର ଜଳ ମଧ୍ୟରୁ…