ବିକାଶ ବାଟବଣା ଅଧା ରାସ୍ତାରୁ 

ଭଲ ରାସ୍ତା ନଥିବାରୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ, ଘରେ ହେଲା ପ୍ରସବ  ବାରିପଦା(ଦିଲ୍ଲୀପ ମହାନ୍ତି)-ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲାନାହିଁ ଆମ୍ବୁଲାନ୍ସ। ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅଟକିଲା ଆମ୍ବୁଲାନ୍ସ ।…

ଉତ୍କଳ  ଦିବସ ଅବସରରେ ଭର୍ଚୁଆଲ ଜରିଆରେ ଓଡ଼ିଆଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

୨୦୩୬ ସୁଦ୍ଧା ଓଡିଶାକୁ ବିଶ୍ୱର ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ନେବାକୁ ପଡିବ - ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ/ଭୁବନେଶ୍ୱର – ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏକ ମହାନ ଲକ୍ଷ୍ୟ ଓ ଉଦେ୍ଧଶ୍ୟ ରଖି ମହାପୁରୁଷମାନେ ସୀମା ହୀନ,…

ଜିଲ୍ଲାସ୍ତରୀୟ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ -୨୦୨୧ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଜିଲ୍ଲା ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ପୋଲିସ ରିଜର୍ଭ ପଡିଆ ଠାରେ ଆଜି ଜିଲ୍ଲାସ୍ତରୀୟ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ-୨୦୨୧…

ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ 

https://www.youtube.com/watch?v=7WYHD6OSs8I ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆୟୋଜକରେ  ଜିଲ୍ଲାସ୍ତରୀୟ  ଆଶା , ଗାଁ କଲ୍ୟାଣ  ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅବସରରେ ବିଭିନ୍ନ…

ଭିସୁଟରେ ରେଗିଂ ଅଭିଯୋଗ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ଭିସୁଟ କୁ ବ୍ୟାପିଲା ଭୀମସାର ର ରେଗିଙ୍ଗ ସଂକ୍ରମଣ | ଶିକ୍ଷା ନଗରୀ ବୁର୍ଲା ରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଏବେ ରେଗିଙ୍ଗ ଘଟଣା ପ୍ରାୟତଃ ଘଟୁଥିବା ଅଭିଯୋଗ ହେଉଛି । କିଛିଦିନ ପୂର୍ବରୁ ଭିମସାର ରେ ମେଡ଼ିକାଲ ଛାତ୍ର ଙ୍କ ମଧ୍ୟରେ ହୋଇଥିବା ରେଗିଙ୍ଗ…

ଡିଅରପାର୍କରେ ଆଖି ବୁଝିଲା ବିଅର 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ସ୍ଥାନୀୟ ସମ୍ବଲପୁର ମୋତି ଝରନ ସ୍ଥିତ ଡିଅର ପାର୍କରେ ଏକ ଆଳସି ମାଇ ଭାଲୁର ମୃତ୍ୟୁ ଘଟିଛି I ଏହି  ଭାଲୁଟିକୁ ୧୬ ବର୍ଷ ଏକ ମାସ ହେଉଥିବା ହୀରାକୁଦ ଖଣ୍ଡିୟ ବାନାଧିକାରୀ ପ୍ରତାପ କୋଟାପଲ୍ଲୀ ସୂଚନା ଦେଇଛନ୍ତି l ଆଳସୀ ମାଇ ଭାଲୁ "ଏଲିଜା"ର  ମୃତ୍ୟୁ ପରେ ଶବ…

କୁଟୁରାଚୁଆଁ ଜୁନିୟର କଲେଜରେ ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଓ ସଚେତନତା ସଭା ।

 ସମ୍ବଲପୁର/ରମାକାନ୍ତ ବିଶ୍ୱାଳ :  କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ବୁଧବାର ଯୁବ ରେଡକ୍ରସ ଓ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ରେ ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜାତୀୟ…

 ପୁଣି ଗୋ ଚାଲାଣ ୫୦ରୁ ଉର୍ଦ୍ଧ୍ବ ଗାଈଗୋରୁ ଉଦ୍ଧାର।

ସମ୍ବଲପୁର /ରମାକାନ୍ତ ବିଶ୍ୱାଳ -  ସମ୍ବଲପୁରରୁ ପୁଣି ଗୋ ଚାଲାଣ ହେଉଥିବା ଅଭିଯୋଗ ଆସିଛି। କିଛି ମାସ ବ୍ୟବଧାନରେ ପୁଣି ଥରେ ସମ୍ବଲପୁର ରେ ଗୋଚାଳାଣକାରୀ ସକ୍ରିୟ ହେବା ସହ ଏକ ଗୋଚାଳାଣକାରୀ  ଙ୍କୁ ଅଟକ ରଖିବା ସହ ପୋଲିସ ରେ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଗତକାଲି ବିଳମ୍ବିତ…

ବରିଷ୍ଠ ତଥା ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର ଗ୍ରହଣ 

ବଲାଙ୍ଗୀର (ନିରୋଜ ମିଶ୍ର) :  ଟାଉନ ହାଇସ୍କୁଲର ବରିଷ୍ଠ ତଥା ଛାତ୍ରବତ୍ସଳ ଦକ୍ଷ ଶିକ୍ଷକ ଶ୍ରୀ ତ୍ରିଲୋଚନ ମହାପାତ୍ର ଅବସର ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ଟାଉନ ହାଇସ୍କୁଲ ର ହିନ୍ଦୀ ଶିକ୍ଷକ ଭାବେ ଫଟାବାହାଲର ଶ୍ରୀ ତ୍ରିଲୋଚନ ମହାପାତ୍ର ୨୦,୧୧,୧୯୮୭ ମସିହାରେ  ନିଯୁକ୍ତ ହୋଇଥିଲେ।…

ଦୁଇଟି ସ୍କୁଲରେ ୩୩୦ ଜଣଙ୍କୁ ପୋଷାକ ଓ ଜୋତା ବଣ୍ଟନ ।

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ବୁଗୁଡା ଏନଏସି ଅନ୍ତର୍ଗତ ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଓ  ବୁଗୁଡା ବ୍ଳକର ଘୋଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୩୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇ ୩୩୦ ଜଣ ଛାତ୍ରଛାତ୍ରୀଙ୍କୁ…