ପୋଲିସ ପ୍ରଶାସନ ର ୮୬ ତମ ପ୍ରତିଷ୍ଠା ଦିବସ
ବଲାଙ୍ଗୀର(ନିରୋଜ ମିଶ୍ର ) ; ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ଜିଲ୍ଲା ପୋଲିସ ପ୍ରଶାସନ ର ୮୬ ତମ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି।ତେବେ ଏପ୍ରିଲ ୧ ତାରିଖ ରେ ସମଗ୍ର ଓଡ଼ିଶା ପୋଲିସ ତାର ସ୍ୱତନ୍ତ୍ର ପରିଚୟ ପାଇ ଥିଲା ଯାହାକୁ ନେଇ ଆଜିର…