ବରଗଡ :-ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମପଞ୍ଚାୟତର ଭେରୁଆମୁଣ୍ଡା ଗ୍ରାମର କ୍ଷିରୋଦ ତାଣ୍ଡି ଙ୍କର ୧୨ ବର୍ଷର ପୁଅ ଜଗନ୍ନାଥ।ଜନ୍ମରୁ ହାତଗୋଡ ନାହିଁ।ମାବାପା ଙ୍କ ସେବାରେ ବଢୁଛି। ପଦ୍ମପୁର ନିର୍ବାଚନ ମଣ୍ଡଲି ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଆଦେଶ କ୍ରମେ ଏକ ହ୍ୱଇଲ ଚେଆର ପାଇକମାଲ ବ୍ଲକ ବିଜୁ ଯୁବଜନତା ସଭାପତି ଗୌତମ ସିଂ ଉପସଭାପତି ଶରତ ତାଣ୍ଡି ବିଜେଡି ବ୍ଲକ କୋଡିନେଟର ଗଣେଶ ପ୍ରଧାନ ବିଜେଡି ଡିଜିଟାଲ ସେକ୍ରେଟେରି କାହ୍ନା ସରାପ, ଦୁର୍ଚନ ମାଝିଙ୍କ ଉପସ୍ଥିତିରେ ଜଗନ୍ନାଥଙ୍କୁ ହ୍ୱଇଲ ଚେଆର ପ୍ରଦାନ କରାଗଲା।
Sign in
Sign in
Recover your password.
A password will be e-mailed to you.