ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶଟି ସେତୁ ନିର୍ମାଣ କରାଯିବ : ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଆସ୍କା ସେତୁ
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶ ଟି ସେତୁ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆସ୍କା ସେତୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି " ଆଜି…