ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଦୁର୍ଲଗା ଗ୍ରାମ ରାସ୍ତାକଡ଼ରୁ ଜଣେ ମୃତ ବ୍ୟକ୍ତିଙ୍କ ଦେହ ଠାବ କରିଛି ପୋଲିସ। ମୃତଦେହକୁ ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତବ୍ୟକ୍ତି ଜଣକ ଦୁର୍ଲଗା ଗ୍ରାମର ଇନ୍ଦ୍ରମଣି ସାହୁ ଓ ତାଙ୍କର ବୟସ ୪୨ ବର୍ଷ ବୋଲି…

କୋରୋନା ସଂକ୍ରମଣର ଭୟ। କଡ଼ାକଡ଼ି ହେଲା ଛତିଶଗଡ଼ ସୀମାନ୍ତ। 

ଛତିଶଗଡ଼ରେ କୋରୋନାର ଭୟାବହତାକୁ ନେଇ ଝାରସୁଗୁଡ଼ା ପ୍ରଶାସନ ସଜାଗ।  ବନ୍ଦ ହେଲା ଜିଲ୍ଲାର ୭୭ଟି ସାପ୍ତାହିକ ହାଟ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଛତିଶଗଡ଼ରେ କୋରୋନାର ଦ୍ବିତୀୟ ଲହରୀର ଭୟାବହତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ…

କୋରୋନା ସଂକ୍ରମଣର ଭୟ। କଡ଼ାକଡ଼ି ହେଲା ଛତିଶଗଡ଼ ସୀମାନ୍ତ। 

ଛତିଶଗଡ଼ରେ କୋରୋନାର ଭୟାବହତାକୁ ନେଇ ଝାରସୁଗୁଡ଼ା ପ୍ରଶାସନ ସଜାଗ।  ବନ୍ଦ ହେଲା ଜିଲ୍ଲାର ୭୭ଟି ସାପ୍ତାହିକ ହାଟ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଛତିଶଗଡ଼ରେ କୋରୋନାର ଦ୍ବିତୀୟ ଲହରୀର ଭୟାବହତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ…

 ଦୁଇ ଘଣ୍ଟା ନୁହେଁ, ତିନି ଦିନ ପାଳନ ହେଉ ଚୈତ୍ର ପର୍ବ

ଦାବି ଜଣାଇଲା ଛଉ କଳାକାର ସଂଘ  ବାରିପଦା,(ଦିଲ୍ଲୀପ ମହାନ୍ତି): ରାଜା ରାଜୁଡା ଅମଳରୁ ମୟୂରଭଞ୍ଜରେ ଗଣପର୍ବ ଭାବେ ପାଳିତ ହୋଇ ଆସୁଥିବା ଚୈତ୍ରପର୍ବକୁ ମାତ୍ର ଦୁଇ ଘଣ୍ଟା ପାଇଁ ନୁହେଁ, ତିନି ଦିନ ପାଳନ ହେଉ। ଛଉ କଲାକାର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଏପ୍ରକାର ଦାବି ଉପସ୍ଥାପନ…

ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀଙ୍କ ଦ୍ବାରା କମ୍ୟୁନିଟି ହଲ ଉଦ୍ଘାଟନ 

ବାରିପଦା,ବାରିପଦା,(ଦିଲ୍ଲୀପ ମହାନ୍ତି): :  ସ୍ଥାନୀୟ ବାରୁଣେଶ୍ୱର ଦୁର୍ଗା ମଣ୍ଡପ ଠାରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ରମ୍ଙ୍କ ସାଂସଦ ପାଣ୍ଠିରୁ ନିର୍ମିତ ସର୍ବସାଧାରଣ ପାଇଁ ଏକ କମ୍ୟୁନିଟି ହଲର ଉଦ୍ଘାଟନ ହୋଇଯାଇଅଛି । ମଧୁବନ ଉନ୍ନୟନ ପରିଷଦର ଉପସଭାପତି ରଘୁନାଥ…

ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ କରୋନା

୭୨ ଘଣ୍ଟା ପାଇଁ ବନ୍ଦ ରହିଲା ଶିକ୍ଷାନୁଷ୍ଠାନ ପୁଣି ୨ ଅଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ଚିହ୍ନଟ ବାରିପଦା,(ଦିଲ୍ଲୀପ ମହାନ୍ତି): ବାରିପଦାରେ ପୁଣି କରୋନା ଲେଉଟାଣିର ଆଶଙ୍କା ପ୍ରକାଶ ପାଇଛି। ଆଜି ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି।…

ମାତିଛନ୍ତି ସାଇବର୍ ଲୁଟେରା, ଆମାଜନରୁ ଗିଫ୍ଟ କାର୍ଡର ଲୋଭ 

ଯୁବତୀଙ୍କ ଠାରୁ ଲୁଟିଲେ ୧ଲକ୍ଷ ୧୮ହଜାର ବାରିପଦା,(ଦିଲ୍ଲୀପ ମହାନ୍ତି): ଲୋଭର ମାୟାଜାଲ ଦେଖାଇ ଲୁଟ୍ର ନେଟୱର୍କ ମେଲାଇଚାଲିଛନ୍ତି ସାଇବର୍ ଲୁଟେରା। ଆଉ ଏହାର ଶିକାର ହେଉଛନ୍ତି ଯୁବପିଢ଼ୀ। ବିଭିନ୍ନ ନାମୀଦାମୀ ଅନଲାଇନ୍ ସଂସ୍ଥାରୁ ସପିଂ କରୁଥିବା ଯୁବପିଢ଼ୀଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର…

୩୦ମିନିଟ ବିଜୁଳି ବନ୍ଦ କରି ଦରବୃଦ୍ଧିର ପ୍ରତିବାଦ କରିବା ପାଇଁ ପିସିସି ସଭାପତିଙ୍କ ଆହ୍ୱାନ 

ଭୁବନେଶ୍ୱର - ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।  କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ…

ଏପ୍ରିଲ୫ ରୁ ଆଇଡିଏସରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଂଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ । ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଂଚି…

ବନବିଭାଗ ନର୍ଥ ଡିଭିଜନ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି/ତୁଳମଣି ନାଗ:  ନର୍ଥ ଡିଭିଜନ ବନ ବିଭାଗ ଭବାନୀପାଟଣା ପକ୍ଷରୁ ଶୁକ୍ରବାର ଦିନ ନର୍ଥ ଡିଭିଜନ ଡି.ଏଫ୍.ଓ.ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ହେରାଟେକା, ଗଣ୍ଡ ବନ୍ଦୋପଲା, ଆମପଡ଼ା, ଡ଼ାଳଗୁମା , ଡାକିବଣ୍ଡେଲ ଗ୍ରାମ ମାନଙ୍କ ଠାରେ ଜଙ୍ଗଲ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ…