ରକ୍ତଦାନ କରି ନିଜ ଝିଅର ଜନ୍ମଦିନ ପାଳିଲେ ମାତା ପିତା
ବରଗଡ :- କ୍ରମାଗତ ଭାବରେ ରକ୍ତ ଅଭାବକୁ କିଛିକାଂଶରେ ଦୁର କରିବା ପାଇଁ ବରଗଡର ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବାଲ ଗୋପାଳ ଫୁଡ ପ୍ରଡକ୍ଟ ପ୍ରା:ଲିଃ,ଚକରକେନ୍ଦ, ବରଗଡ ଠାରେ ଆୟୋଜନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି…