ଦଳବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେଡି ନେତା ନିଲମ୍ବିତ | 

ଭୁବନେଶ୍ୱର (ଶାସକ ପ୍ରଶାସକ) :ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡ ଜିଲ୍ଲାର ଦୁଇ ବିଜେଡି ନେତା ନିଲମ୍ବିତ ହୋଇଛନ୍ତି | ସେମାନେ ହେଲେ ଅମରେଶ ପଣ୍ଡା ଓ ବିନୟ ପଣ୍ଡା | ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ଏହି ଦୁଇ ନେତାଙ୍କୁ  ନିଲମ୍ବନ କରାଯାଇଥିବା…

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ପ୍ରକଳ୍ପର ଶୁଭାରମ୍ଭ ।

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) - ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକ ଠାରେ ଜଳଛତ୍ର ର ଶୁଭାରମ୍ଭ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ରେ ମୂଖ୍ୟ ଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ ଅତିଥିଭାବେ…

ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କୁ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)- ବିଭିନ୍ନ ସରକାରୀ ବିଭାଗର ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ବହୁ ସମସ୍ୟା ଘେର ରେ ଘଣ୍ଟି ହେଉଛନ୍ତି ସମ୍ବଲପୁରବାସୀ । ସାତ ବର୍ଷ ରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ ସମ୍ବଲପୁର ସହର ମଧ୍ୟର ଫ୍ଲଏ ଓଭର ବ୍ରିଜ । କାର୍ଯ୍ୟର ଗୁଣବତ୍ତା ଓ…

ଘରେଘରେ ପାନୀୟ ଜଳ ପହଞ୍ଚାଇବାକୁ ଆଦିତ୍ୟ ଆଲୁମିନିୟମ ଶୁଭାରମ୍ଭ କଲା ‘ଜଳ ବାହିନୀ’

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଧାତୁ ଉତ୍ପାଦନ କ୍ଷେତ୍ରରେ ଥିବା ଛାମୁଆ କମ୍ପାନୀ ହିଣ୍ଡାଲ୍‍କୋର ଆଦିତ୍ୟ ଆଲୁମିନିୟମର ସିଏସଆର ପ୍ରୟାସର ଅଂଶସ୍ୱରୂପ ଜଳ ବାହିନୀ ଯୋଜନା ଶୁଭାରମ୍ଭ କରାଯାଇଛି ଯାହା ଅଧୀନରେ ଏହା କମ୍ପାନୀର ପାରିପାର୍ଶ୍ଵିକ  ଗ୍ରାମଗୁଡିକରେ ଲୋକଙ୍କ ଦ୍ୱାରଦେଶରେ…

କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକ 

ଭୁବନେଶ୍ୱର (ଶାସକ ପ୍ରଶାସକ) -କରୋନାରେ ପ୍ରାଣ ହରାଇଲେ ଆଉଜଣେ ବରିଷ୍ଠ ସାମ୍ବାଦିକ  | କରୋନାରେ ସମ୍ବାଦର  ପାଟଣାଗଡ଼ ପ୍ରତିନିଧି ଯତୀଶ ଖମାରୀଙ୍କ ଦେହାନ୍ତ ହୋଇଛି |  କୋଭିଡ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରରେ ଚାଲିଥିଲା ତାଙ୍କର ଚିକିତ୍ସା | 

‘ହାଇଡ୍ରୋଜେନ୍ ଅର୍ଥନୀତି-ନୂଆଦିଲ୍ଲୀ ଡାଏଲୋଗ୍ ୨୦୨୧’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ

ହାଇଡ୍ରୋଜେନ୍ ପରିସଂସ୍ଥାନର ବିକାଶ ପାଇଁ ପଦକ୍ଷେପ ନେଉଛି ଭାରତ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, – ହାଇଡ୍ରୋଜେନର ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ଭାରତ ପଦକ୍ଷେପ ନେଉଅଛି ବୋଲି ଗୁରୁବାର ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ‘ଦ…

ଶିକ୍ଷକ କରିବେ  ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ

ଜିଲ୍ଲା ପ୍ରସାସନର ନିଷ୍ପତ୍ତିକୁ ନେଇ  ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ଜିଲ୍ଲାରେ ଏଣିକି  ଶିକ୍ଷକଙ୍କୁ ଦିଆଯାଇଛି ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରିବାପାଇଁ ସରକାରୀ ନିଦ୍ଦେର୍ଶାନାମା।   ଜିଲ୍ଲା ପ୍ରସାସନର ନିଷ୍ପତ୍ତି କୁ ନେଇ …

ଅଲ୍ ଓଡ଼ିଶାରେ ନାଇଟ୍ କର୍ଫୁ, ସୀମାନ୍ତ ଜିଲ୍ଲାରେ ଦି-ଦିନିଆ ସଟଡାଉନ୍

ରାଜ୍ୟରେ ବୃଦ୍ଧି ପାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ଆସନ୍ତା କାଲିଠାରୁ ଛତିଶଗଡ଼ ନିକଟବର୍ତ୍ତି ଓଡିଶାର ୧୦ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ…

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଅଛି I  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ…

ନରସିଂହ ସେନା ଦ୍ୱାରା ପଣା ସଂକ୍ରାନ୍ତି ପାଳିତ

ବଲାଙ୍ଗୀର(ନିରୋଜ ମିଶ୍ର) : ନରସିଂହ ସେନା ପକ୍ଷରୁ ଓଡ଼ିଆ ନବ ବର୍ଷ,ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ତଥା ଆମ୍ବେଦକର ଜୟନ୍ତୀ ଛତାମଖନା ଠାରେ ପାଳିତ ହୋଇଯାଇଛି। ସବୁ ଓଡ଼ିଆ ପାଇଁ ଏହା ଏକ ମହାନ ପର୍ବ। କିନ୍ତୁ କରୋନା ମହାମାରୀ ଏବଂ ସାରା ଦେଶରେ କରୋନା କଟକଣା ଯୋଗୁଁ କେବଳ ନିରାଡ଼ମ୍ବର…