ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ହସ୍ତାନ୍ତରକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ।

ରେଢାଖୋଲ ଅନିଲ କୁମାର ପୃଷ୍ଟି : ସମ୍ବଲପୁର ଜିଲ୍ଲା ରେଢାଖୋଲ ତହସିଲ ଅନ୍ତର୍ଗତ କଦଳିଗଡ଼ ପଞ୍ଚାୟତର ଡିମିରିମୁଣ୍ଡା ଓ ସାମସିଙ୍ଗା ଗ୍ରାମରେ ଗୋଚର, ଖେଳପଡ଼ିଆ, ବିଦ୍ୟାଳୟ ପାଇଁ ସରଂକ୍ଷିତ ଜମି, ଜଙ୍ଗଲ, ପଶୁ ସ୍ମଶାନ ସର୍ବସାଧାରଣ ଯୋଗ୍ୟ ୧୦୫ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋର…

ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପାକସ ଜେଟି ପ୍ରକଳ୍ପ

ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ବିକାଶର ଗତି ତ୍ୱରାନ୍ୱିତ ହେବ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେହେବାକୁ ଥିବା ଆରଓ-ପ୍ୟାr ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଟ୍ୱିଟ୍…

 “ସାଧାରଣ ବ୍ୟକ୍ତିବିଶେଷ ପୂର୍ବତଟ ରେଳପଥ କାର୍ଯ୍ୟାଳୟକୁ ଅନାବଶ୍ୟକ ଆସନ୍ତୁ ନାହିଁ “

କୋଭିଡ ମହାମାରୀ ପରିପ୍ରେକ୍ଷୀରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧଙ୍କ ନିବେଦନ  ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ -19 ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ କାର୍ଯ୍ୟାଳୟ ପରିଦର୍ଶନ ନକରିବାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ସାଧାରଣ ଜନତାଙ୍କୁ ନିବେଦନ…

ପଟାଙ୍ଗୀ ଅଘଟଣରେ ଦୁଃଖ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ : ପ୍ରତ୍ୟେକ ପରିବାର ପାଇଁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା 

ଭୁବନେଶ୍ୱର (ଶାସକ ପ୍ରଶାସକ) - ଧଳା ମାଟି ସଂଗ୍ରହ କରିବା ସମୟରେ ଅତଡ଼ା ଖସିବା କାରଣରୁ ମୃତ୍ୟୁବରଣ କରିଥିବା ପଟାଙ୍ଗୀର ୩ଜଣ  ମହିଳାଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା…

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଧିକ ଦୁଇଟି ବିଶେଷ ଟ୍ରେନ୍

ହାଓଡ଼ା ରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ପାଇଁ ସ୍ୱତନ୍ତ୍ର ଟ୍ରେନ୍ | ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଠାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ମଧ୍ୟରେ ଦୁଇଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନମତେ ନିଷ୍ପତ୍ତି ନିଆଯାଇଅଛି।…

ରାମ ମନ୍ଦିର ପାଇଁ ଦେଇଥିଲେ ଦାନ, ହେଲେ ପ୍ରାୟ ୧୫,୦୦୦  ଚେକ୍ ବାଉନ୍ସ |

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ସଂଗ୍ରହ ହୋଇଥିବା ପ୍ରାୟ 22 କୋଟି ଟଙ୍କା ମୂଲ୍ୟର ପ୍ରାୟ ୧୫,୦୦୦  ବ୍ୟାଙ୍କ ଚେକ୍ ବାଉନ୍ସ ହୋଇଛି। ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଦ୍ୱାରା ସ୍ଥାପିତ ଏକ ଟ୍ରଷ୍ଟ ଶ୍ରୀ ରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ରର…

ଚିନ୍ତା ବଢ଼ାଇଲା କରୋନା, ଶନି-ରବି ଶ୍ରୀମନ୍ଦିର ମନା : ପୁଣି ଫେରିଲା କଟକଣା 

ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଦର୍ଶନ ଉପରେ ପୁଣି ଲାଗିଛି କଟକଣା ।  ସପ୍ତାହକୁ ଦୁଇଦିନ ଶନିବାର  ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ |  ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ ବୋଲି ଆଜି ଅନୁଷ୍ଠିତ ଛତିଶା…

ଆପ୍ ଗଜପତି ତରଫରୁ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ…

ବାର୍ଷିକ ସାହିତ୍ୟ ପତ୍ରିକା “ଶୁଭ ସକାଳ” ଉନ୍ମୋଚନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ କାର୍ଯ୍ୟାଳୟ ପରିସରରେ ବାର୍ଷିକ ସାହିତ୍ୟ ପତ୍ରିକା  "ଶୁଭ ସକାଳ"ର ଶୁଭ ଉନ୍ମୋଚନ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ " ଶୁଭ ସକାଳ" ପତ୍ରିକାର  ସଭାପତି ଶ୍ରୀ ଭଗବତ…

ବାର ବୁଲା ପଶୁପକ୍ଷୀଙ୍କ ପାନୀୟ ପାଇଁ ଜଳ କୁଣ୍ଡ ସ୍ଥାପନ

ପୋଲସରା  (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଆରମ୍ଭ ହେଲାଣି ଗ୍ରୀଷ୍ମର ଉଷ୍ମତା । ଶୁଖି ଗଲାଣି ବନ୍ଧ, ପୋଖରୀ, ନଦୀ, ନାଳ। ମୁକୁଲା ପଡିଛି ଝରଣା । ପାଣି ମୁନ୍ଦେ ପିଇବା ପାଇଁ ନପାଇ ପଶୁପକ୍ଷୀ ନିରାଶ ହୋଉଥିବା ବେଳେ ସେମାନଙ୍କ ପାଇଁ ପାଣି ଓ ଆହାର ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛି ପୋଲସରାର…