ବିଜୁ ଜନତାଦଳ ପକ୍ଷରୁ ୧୨୧ ୟୁନିଟ ରକ୍ତ ସଂଗ୍ରହ ।    

 ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) :  ବିଜୁ ଯୁବ ଜନତା ଦଳ ସମ୍ବଲପୁର ମହାନଗର ପକ୍ଷରୁ ସଭାପତି ନିଶାନ୍ତ ବହିଦାରଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରରେ ୧୨୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସମ୍ବଲପୁର ପର୍ଯ୍ୟବେକ୍ଷକ ନଳିନି ପ୍ରଧାନ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ,…

ମୋସ୍କୁଲ ଆଭିଯାନରେ ପୁରାତନ ଛାତ୍ରଛାତ୍ରୀଙ୍କୁ କରାଗଲା ସମ୍ମାନିତ ।

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ମୁଦିପଡା ପ୍ରାଥମିକ ବିଦ୍ୟାଳୟ ଠାରେ ମୋସ୍କୁଲ ଅଭିଯାନ ରେ ସାମିଲ ଥିବା ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସରକାରଙ୍କ ମୋସ୍କୁଲ ଅଭିଯାନ ରେ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲର ଉନ୍ନତି…

କୋଭିଡ ନିୟମ ପାଳନ ନିମନ୍ତେ ବିଭନ୍ନ ସଂଗଠନ ସହିତ ବୈଠକ କଲେ ଜିଲ୍ଲାପାଳ l

ରାୟଗଡ/ସରୋଜ କୁମାର ସାହୁ :  ଦେଶରେ  କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା  ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ  କୋଭିଡ୍ ସୁରକ୍ଷା ନିୟମକୁ କଡାକଡି  ଭାବେ ପାଳନ କରିବାକୁ…

ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କ ବୈଠକ

ଆବଣ୍ଟିତ ଅର୍ଥକୁ ଖର୍ଚ୍ଚ କରି ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପର ହେବା ଆବଶ୍ୟକ: ମନ୍ତ୍ରୀ ଡ. ସାହୁ ୫-"ଟି'କୁ କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, (ଶାସକ ପ୍ରଶାସକ) :ଚଳିତ ଆର୍ଥିକ  ବର୍ଷଠାରୁ ଯୋଜନାରେ ଆବଣ୍ଟିତ ଅର୍ଥକୁ ଧାର୍ଯ୍ୟ ସମୟ…

କଟକ ସହରରେ ସ୍ଵରେଜ  ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାନୁଷ୍ଠାନ

ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର ନିଲମ୍ବିତ : ଏତଲା  ରୁଜୁ।  ମୃତକଙ୍କ ପରିବାର ପାଇଁ ଦଶ ଲଷ ଟଙ୍କା ଲେଖାଏ  ସହାୟତା ଘୋଷଣା । ଭୁବନେଶ୍ୱର(ଶାସକ ପ୍ରଶାସକ):  କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି  ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ…

ଝାରସୁଗୁଡ଼ା ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗରରେ ଆସନ୍ତା ୧୭ ଏପ୍ରିଲରୁ ଲାଗୁ ହେବାକୁ ଥିବା ରାତ୍ରିକାଳୀନ କର୍ଫ୍ୟୁ ବିଷୟରେ ସମସ୍ତ ଜନସାଧାରଣଙ୍କୁ ସୂଚିତ କରି ଦିଆଯାଇଛି। କୋରୋନା…

ଏଲ ଇ ଡି ଲାଇଟ କିଣା ଦୁର୍ନୀତି ମାମଲା। ୬ ବର୍ଷ ପରେ ପୁଣି ଖୋଲିଲା ଫାଇଲ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ବନ୍ଦ ପଡ଼ିଥିଲା ଫାଇଲ। ତଦନ୍ତ କାର୍ଯ୍ୟ କେଉଁ କାରଣରୁ ଶିଥିଳ ପଡ଼ିଥିଲା, ଜଣା ନାହିଁ। ମାତ୍ର ୬ ବର୍ଷ ପରେ ବେଲପାହାଡ଼ ପୌର ପରିଷଦ ଦ୍ବାରା କିଣା ଯାଇଥିବା  ଏଲଇଡି ବଲବ ଦୁର୍ନୀତି ମାମଲାର ଫାଇଲ ପୁଣି ଖୋଲାଯାଇଛି।…

ଝାରସୁଗୁଡ଼ା ଏଯାଏଁ ସ୍ୱାବ ସଂଗ୍ରହ କରାଯାଇଛି ୧୯୭୪୯୧

ଝାରସୁଗୁଡ଼ା :(ସୁଭାଷ ସହାରେ)- ଶୁକ୍ରବାର ଦିନ ୧୩୫୦ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ ୧୯୭୪୯୧ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ସେହିପରି ଶୁକ୍ରବାର ୮୮୬  ଜଣଙ୍କର କୋଭିଡ ପରୀକ୍ଷା ( ରାପିଡ ଆଣ୍ଟିଜେଣ୍ଟ ଟେଷ୍ଟ) କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ଏହି…

କରୋନା କଟକଣାର କର୍ଫ୍ୟୁ ଜାରି ପାଇଁ ଭୁଲ ଘୋଷଣା କଲେ ରେଢ଼ାଖୋଲ ପ୍ରଶାସନ 

- ଭୁଲ ସୂଚନା ପାଇ ସନ୍ଧ୍ୟା ୬ଟାରୁ ଦୋକାନ ବଜାର ବନ୍ଦ ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନ  - ପ୍ରଶାସନର ଭୂଲ ସୁଚନା ଘୋଷଣାକୁ ନେଇ  ସାଧାରଣରେ ତୀବ୍ର ଅସନ୍ତୋଷ, ଭୂଲ ମାନିଲେ  ପ୍ରଶାସନ  ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଭାରତରେ ଦିନକୁଦିନ କରୋନା ମହାମାରୀ ଉଗ୍ରରୂପ…

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ନୂତନ କୁଳପତି ଙ୍କ ଯୋଗଦାନ ।

କଳାହାଣ୍ଡି/ତୁଳମଣି ନାଗ: ଭବାନୀପାଟଣା ବିଶ୍ୱ ବିଦ୍ୟାଳୟ ର ନୂତନ କୁଳପତି ଭାବରେ  ପ୍ରଫେସର ସଂଜୟ କୁମାର ଶତପଥୀ ଯୋଗଦାନ କରିଛନ୍ତି । ଏହି ଅବସରରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ସହ  ଆୟୋଜିତ  ଏକ ବାର୍ତାରେ ପ୍ରଫେସର ଶତପଥୀ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପାଇଁ ୧୦୦ ଏକ ଜମିର ଆବଶ୍ୟକତା…