ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦେ୍ଦଶ୍ୟ ରଖି ଆସିଥିବା ଡିଲିମିଟେସନ ବିଲ୍ କାଟ୍ ଖାଇଲା: ବିଜେଡି
ମହିଳା ସଂରକ୍ଷଣ ବିଲ୍ ତିନି ବର୍ଷ ଧରି ଗେଜେଟ ନୋଟିଫିକେସନ ହୋଇନଥିଲା କାହିଁକି?
୨୦୧୧ ଜନଗଣନା ଅନୁସାରେ ଡିଲିମିଟେସନ ହୋଇଥିଲେ ଓଡିଶାର କ୍ଷତି ହୋଇଥାନ୍ତା
ସମସ୍ତଙ୍କୁ ଅନ୍ଧକାରରେ ରଖି ଡିଲିମିଟେସନ ପାଇଁ ହୋଇଥିଲା ଷଡଯନ୍ତ୍ର
୫୦ ପ୍ରତିଶତ ଆସନ ସଂଖ୍ୟା ବୃଦ୍ଧି ନେଇ…