ବରଗଡ: କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

https://www.youtube.com/watch?v=ubElYJoJkhI ବରଗଡ :: - ବରଗଡ ଜିଲ୍ଲାରେ  କରୋନା ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଲାଣି । ମହାମାରୀ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ତଥ ସଂକ୍ରମିତ ଙ୍କର ଉପଚାର କରିବା ପାଇଁ ରାଜ୍ୟ ସରକାର  ତଥା ସ୍ଥାନୀୟ ପ୍ରଶାସନ ତରଫରୁ…

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା 

ଭୁବନେଶ୍ୱର:  କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ  ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି  ।  ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର  ଆଦି ପ୍ରାଣୀମାନେ  ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ…

ରାଉରକେଲାରେ ୧୮-୪୫ ବର୍ଷ ବୟସ୍କଙ୍କୁ ଟୀକାଦାନ ମଙ୍ଗଳବାର ଠାରୁ 

ଭୁବନେଶ୍ୱର :  ୧୮ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ ଟୀକା ରାଉରକେଲାରେ ଆରମ୍ଭ କରାଯିବ | କୋଭିଡି ହଟ୍ସପଟ ପାଲଟି ଯାଇଥିବା ସୁନ୍ଦରଃଘଡ ଜିଲ୍ଲାର ରାଉରକେଲାରୁ   ଆସନ୍ତା ମଙ୍ଗଳବାର ଠାରୁ ଏ ଟୀକାଦାନ ଆରମ୍ଭ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ସୂଚନା…

୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦,୬୩୫

ଭୁବନେଶ୍ୱର :  କରୋନା ଭୁତାଣୁର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ  ରାଜ୍ୟବ୍ୟାପୀ ଲକଡାଉନ ଚାଲିଥିବା ବେଲେ ଗତକାଲି ଭୁତାଣୁ  ଗତ ୨୪ ଘଣ୍ଟାଭିତରେ  ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରାୟ ହଜାରେ ହ୍ରାସ ପାଇଁ ପହଂଚିଛି ୧୦୬୩୫ | ସୂଚନାଯୋଗ୍ୟ ଗତକାଲି  ୧୧,୮୦୭ ନୂତନ ଆକ୍ରାନ୍ତ…

ବରିଷ୍ଠ ଓକିଲ ଓ ବିଜେଡ଼ି ନେତାଙ୍କ ଅକାଳ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନାର ଜଣେ ବରିଷ୍ଠ ଓକିଲ ତଥା ବିଜେଡି ନେତା ଭାବେ ପରିଚିତ ଥିବା ରାଜେନ୍ଦ୍ର କୁମାର ନାୟକଙ୍କ ଶୁକ୍ରବାର ଦିନ ମଧ୍ୟ ରାତ୍ରୀରେ ଅକାଳ ବିୟୋଗରେ ମୃତ୍ୟୁ ଘଟିଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ ଏହି ଖବର ଅଞ୍ଚଳବାସୀ ଶୁଣିବା…

ମାନବିକତା ଦେଖାଇଲେ ପୂର୍ବତନ ନଗରପାଳ

 କଳାହାଣ୍ଡି/ତୁଳମଣି ନାଗ: କୋଭିଡ୍ ର ମହାମାରୀ କୁ ଖାତିର ନକରି ପ୍ରଥମେ ଲୋକ ସେବା କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ଭବାନୀପାଟଣାର ପୂର୍ବତନ ନଗରପାଳ ତଥା କଳାହାଣ୍ଡି ଜିଲ୍ଲା ଯୁବ ସଭାପତି ତଥା ଲୋକପ୍ରିୟ ନେତା ଶ୍ରୀ ଆଦିତ୍ୟ ନନ୍ଦ |  ହଠାତ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ କଲେ ଏବଂ କହିଲେ…

ବିନା ଟୀକାକରଣରେ ଶିକ୍ଷକଙ୍କୁ କରୋନା ଡ୍ୟୁଟି, ଚାଲିଯାଇଛି ଜୀବନ

ଝାରବନ୍ଧ-ମନୋହର ଦାଶ:ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି। ବରଗଡ଼ ଜିଲ୍ଲାର ପଦ୍ମପୁର…

ପୁଣି ମାନବିକତା ଦେଖାଇ ପ୍ରଶଂସିତ ହେଲା ନିଷ୍ଠା ପରିବାର :ବିଜେପୁର ସାତବନ୍ଧ ରେ ଅଭାବନୀୟ ଘଟଣା

ବରଗଡ :- ଅର୍ଜୁନ ମେହେର ବୟସ ପାଖାପାଖି ୭୦ବର୍ଷ ତାଙ୍କ ର କରୋନା ପୋଜିଟିଭ ହୋଇଥିଲା ଓ ତାଙ୍କ ସ୍ତ୍ରୀଙ୍କୁ ଜ୍ବର ହେଉଥିଲା ରିପୋର୍ଟ କିନ୍ତୁ ନେଗେଟିଭ ଆସିଥିଲା । ଡାକ୍ତର ଉଭୟଙ୍କର ଚିକିତ୍ସା କଲାପରେ ଅର୍ଜୁନ ଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ଥିବାରୁ ତାଙ୍କୁ ୧୦ଦିନ ହୋମ ଆଇସୋଲେସନ ରେ ରହିବା…

“ବିଜେପି ସରକାରର ଦୋମୁହାଁ ନୀତିର ଉଚିତ୍ ଜବାବ୍ ଦେବେ ଜନତା”

କରୋନା ବେଳେ ମହଙ୍ଗା ମାଡ଼:ନିର୍ବାଚନ ସରିଲା, ତେଲ ବଢ଼ିଲା ଭୁବନେଶ୍ୱର : ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି । ପ୍ରତିଦିନ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । କରୋନା ସଂକ୍ରମଣର ଚେନକୁ  ଭାଙ୍ଗିବା ପାଇଁ ବହୁ ରାଜ୍ୟରେ…

ଦୁର୍ବିସହ ଜୀବନ : ଗୁରୁବାରୀଙ୍କ ଦୁଃଖ କାନ ଡେରି ଶୁଣିବେ କି ପ୍ରଶାସନ

(ଆଠମଲ୍ଲିକ/ସନ୍ତୋଷ ମେହେର) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତ ହେଲେଇ ଗ୍ରାମର ଅସହାୟ ବିଧବା ବୃଦ୍ଧା ଗୁରୁବାରୀ ନାୟକଙ୍କୁ କେବେ ମିଳିବ ସରକାରୀ ଆବାସ ଯୋଜନା? ଏ କଣ ସରକାରଙ୍କର ମୋ ଗାଁ ମୋବିକାଶ ଯୋଜନା? ଗୁରୁବାରୀ ଜଣେ ଗରିବ ଅସହାୟ ବିଧବା ମହିଳା ହୋଇଥିବା ବେଳେ ତାଙ୍କର…