କୋଭିଡ଼ ମୁକାବିଲା:ବଲାଙ୍ଗୀରକୁ ଦୁଇ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର(ଶାସକ ପ୍ରଶାସକ): କୋଭିଡ଼ ଦ୍ଵିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ସୂଚନାଯୋଗ୍ୟ ଯେ କୋଭିଡ଼ ର ପ୍ରଥମ ଲହର ରେ ଗତ  ବର୍ଷ ବିଭିନ୍ନ…

ଶିକ୍ଷକଂକୁ କୋଭିଡ ଡ୍ୟୁଟି ସମାଜ ପାଇଁ ବୁମେରାଂ ହେବ !

ପଦ୍ମପୁର :ପଦ୍ମପୁର ଉପ ଜିଲ୍ଲାପାଳ କୋଭିଡ କାର୍ଯ୍ୟକ୍ରମରେ ଶିକ୍ଷକମାନଂକୁ ସାମିଲ କରିବା ପାଇଁ ବିଇଓ ମାଧ୍ୟମରେ ଚିଠି ପ୍ରେରଣ କରିଛନ୍ତି।ପ୍ରଧାନ ଶିକ୍ଷକ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକମାନେ କୋଭିଡ କେୟାର ସେଣ୍ଟର,କୋଭିଡ କେୟାର ହସପିଟାଲରେ ଦୈନିକ ୮ ଘଣ୍ଟା ତଦାରଖ ଡ୍ୟୁଟି କରିବାକୁ…

କରୋନା ସଂକ୍ରମିତ ଗ୍ରାମରେ ପ୍ରଶାସନ

ପଦ୍ମପୁର : ରାଜବୋଡାସମ୍ବର ପଦ୍ମପୁର ବ୍ଲକ ବୁଡାମାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଂକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିମାନେ ବିନା ମାସ୍କରେ ବୁଲୁଛନ୍ତି। ବର୍ତ୍ତମାନ ପୋଜିଟିଭ ସଂଖ୍ୟା ଛୟସ୍ତରୀ ହୋଇଥିବା ବେଳେ ବିଭିନ୍ନ କାରଣରୁ ତେର ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି।…

କମ ପୃଷ୍ଠପୋଷକତା :  ଚାରୋଟି ଏକ୍ସପ୍ରେସ ବିଶେଷ ଟ୍ରେନ ମଇ ମାସ ଶେଷ ପର୍ଯ୍ୟନ୍ତ ବାତିଲ୍ |

● ପୁରୀ ଏବଂ ଭୁବନେଶ୍ୱରରୁ ଲୋକମାନ୍ୟ ତିଳକ ଟର୍ମିନାସ ଯିବାକୁଥିବା ବିଶେଷ ଟ୍ରେନ ବାତିଲ ରହିବ | ● ବିଶାଖାପାଟଣାରୁ କଡପା ଏବଂ ଲିଙ୍ଗମପଲ୍ଲୀ ଯିବାକୁଥିବା ବିଶେଷ ଟ୍ରେନ ବାତିଲ ରହିବ | ଭୁବନେଶ୍ୱର : କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ…

ଔଷଧ ବ୍ୟବସାୟୀମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରିବାକୁ ଦାବି

"ଆବଶ୍ୟକ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ମଧ୍ୟ ପଛାଇବ ନାହିଁ " ଭୁବନେଶ୍ୱର, (ଶାସକ ପ୍ରଶାସକ)  : "ଉତ୍କଳ  କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଓଡ଼ିଶାର ୨୫ ହଜାର ଔଷଧ ବ୍ୟବସାୟୀ ସଭ୍ୟଙ୍କୁ ନେଇ ଗଠିତ । କରୋନା…

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇ.ଏ.ଏସ୍ ଅଧିକାରୀ ଶ୍ରୀ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତିା ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ…

ସମ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ବରିଷ୍ଠ ନାଗରିକ

ଭୁବନେଶ୍ୱର, : କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭିତ । ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ ।  କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍…

ଷଣ୍ଢ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଜବତ।

ଭଦ୍ରକ; (ସତ୍ୟଭୂଷଣ ସ୍ବାମୀ) : ପୁରୁଣାବଜାର ଥାନା ଅଧିନ ଗରଦପୁର ଅଞ୍ଚଳରେ ଚୋରରେ ଷଣ୍ଢ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଷଣ୍ଢ ବୋଝେଇ ପିକଅପ୍ ଜବତ ହୋଇଛି । ଗାଡିଟି ଖରାପ ହେବା ଫଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ପିକଅପ୍ ଡ୍ରାଇଭର | ଗାଡି ଭିତରେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତର ଦେଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

ସମ୍ବଲପୁର,ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ୫୫୦ଟି ବେଡ଼୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମ୍ସିଏଲକୁ ନିର୍ଦ୍ଦେଶ  ନୂଆଦିଲ୍ଲୀ/ଭୁବନେଶ୍ୱର, - କରୋନା ମହାମାରୀ ଦ୍ୱିତୀୟ ଲହରର ସଂକଟ ସମୟରେ ଓଡ଼ିଶାବାସୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମେଡ଼ିକାଲ ଭିତିଭୂମିର…

ପଶ୍ଚିମବଙ୍ଗର ୪୨୬ଙ୍କୁ ମିଶାଇ ଜିଲ୍ଲାକୁ ଫେରିଲେଣି ୧,୨୦୩ ପ୍ରବାସୀ

ବାରିପଦା(ଦିଲ୍ଲୀପ ମହାନ୍ତି )-କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ଜାରି ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ ୧,୨୦୩ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୪୨୬ ଫେରନ୍ତା ଥିବା ବେଳେ…