ଜଗଦଲପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ ।
ଝାରବନ୍ଧ-ମନୋହର ଦାଶ: ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳ ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ରେ ନୂତନ ଥାନା ଅଧିକାରୀ ଭାବେ ବୀରବର ଭଗତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ଆଇ .ଆଇ.ସି ଲିଲିମା ଲଳିତା ବାର୍ଳା ଙ୍କ ପଦୋନ୍ନତି ହୋଇ ରାଉରକେଲା ଏସଡିପିଓ ଭାବେ…