ଜାରି ହେଲା ନୂଆ ଏସଓପି, ରାତି ୯ଟା ଯାଏଁ କରିହେବ ଦର୍ଶନ
ସାନିଟାଇଜ କରିବାକୁ କେବଳ ରବିବାର ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ
ପୁରୀ/ ଅନିମେଷ ପଟ୍ଟନାୟକ : ରାଜ୍ୟ ତଥା ଜିଲ୍ଲାରେ କମୁଛି କୋଭିଡ ସଂକ୍ରମଣ । ଚଳିତ ମାସରେ କୋଭିଡ ନିୟମବଳୀରେ ଅନେକ କୋହଳ କରାଯାଇଛି । ଏହାରି ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ…