ଜିଲ୍ଲାପାଳଙ୍କ ଅଚାନକ ପାଇକମାଲ ଡାକ୍ତରଖାନା ଗସ୍ତ
ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ଅଚାନକ ବୁକୁରାମୁଣ୍ଡା ଓ ପାଇକମାଲ ଡାକ୍ତରଖାନା ଗସ୍ତ କରି ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ତଥା କର୍ମଚାରୀ ମାନଙ୍କର ସହିତ କୋବିଡ଼ ସଂକ୍ରମଣ , କୋବିଡ଼ ପରିଚାଳନା ବାବଦରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର…