ଭଟଲି ମହାବିଦ୍ୟାଳୟ ର ନୂତନ ପ୍ରଶାସନିକ କୋଠାର ଶୁଭ ଉଦ୍ଘାଟନ
ବରଗଡ :- ଆଜି ପବିତ୍ର ଶ୍ରୀ ଗଣେଶ ପୂଜା ଅବସରରେ ଭଟଲି ଦଧିବାମନ ମହାବିଦ୍ୟାଳୟର ନବନିର୍ମିତ ପ୍ରଶାସନିକ କୋଠାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ ବିଧିବଦ୍ଧ ଭାବରେ ପୂଜାଅର୍ଚନା କରି ଉଦ୍ଘାଟନ କରିଥିଲେ । ଏହା ସହିତ କଲେଜ ପରିସରରେ ନିର୍ମାଣାଧୀନ…