ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ସହ ବିପନ୍ନଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର(ଶାସକ ପ୍ରଶାସକ)  – ସାମୁଦ୍ରିକ ବାତ୍ୟା “ୟଶ୍” ଦ୍ୱାରା ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା…

ଆଉ ୧୬ ଦିନ ବଢ଼ିଲା: ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ

ଭୁବନେଶ୍ୱର : ଭୁବନେଶ୍ୱର : ସାରା ରାଜ୍ୟରେ ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ | ଜୁନ ୧୭ ସକାଳ ପାଂଚଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଲକଡାଉନ | ହେଲେ ସପ୍ତାହାନ୍ତ ଦିଦିନିଆ ସଟଡାଉନ ବଳବତ୍ତର ରହିବ | ଲକ ଡାଉନ ଓ  ସଟଡାଉନ ଲୋକଙ୍କ ଆବାଗମନକୁ ରୋକିବା ପାଇଁ…

ତାଲାବନ୍ଦ ସମୟରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ନିରବଛିନ୍ନ ଭାବେ ଅସହାୟଙ୍କୁ ଯୋଗାଉଛନ୍ତି ଶୁଖିଲା ଖାଦ୍ୟ ।

ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାଲାବନ୍ଦ ଯୋଗୁଁ ଲୋକମାନେ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏପରି ମହାମାରୀର ପ୍ରଭାବ ଗରିବ ଅସହାୟ ତଥା ଖଟିଖିଆ ମାନଙ୍କ ଉପରେ ପଡୁଛି । ତାଲାବନ୍ଦ ଯୋଗୁଁ ଗରିବ…

ବିଜେପି ଯୁବମୋର୍ଚ୍ଚା ତରଫରୁ ସେବା ଓ ସଚେତନତା କାର୍ଯ୍ୟକ୍ରମ 

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ସାରା  ମାନବ ସମାଜ କୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନ କୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ପ୍ରଧାନ ମନ୍ତ୍ରୀ ମୋଦିଜି ଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ରାଜ୍ୟ…

ଲୋକଙ୍କ ନିକଟରେ ରାଜସ୍ୱ ସେବାର ସୁଫଳ ପହଞ୍ଚାଉଛି “ରାଜସ୍ୱ ରଥ’

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-"ଟି' କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକ ଜନକୈନ୍ଦ୍ରିକ ସେବା ପ୍ରଦାନର ସୁବନ୍ଦୋବସ୍ଥ କରିଆସୁଛିା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ସୁବିଧାରେ ଜନସେବା ଯୋଗାଇଦେବା ପାଇଁ…

ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରୁଛି :  ଉପକୂଳବର୍ତ୍ତୀ  ଅଂଚଳର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ନିମନ୍ତେ ଜଳ…

ଭୁବନେଶ୍ୱର(ଶାସକ ପ୍ରଶାସକ) ; ରାଜ୍ୟରେ  ବିଭିନ୍ନ ନଦୀରେ ଜଳସ୍ତର କମିଛି ଓ ବନ୍ୟା ସ୍ଥିତି ଧିରେ ଧିରେ ସୁଧୁରୁଛି ।  ଗତକାଲିଠାରୁ ଉପର ମୁଣ୍ଡରେ ଆଉ ବର୍ଷା ନଥିବାରୁ ବନ୍ୟାସ୍ଥିତି ଆଜି ସୁଦ୍ଧା କମିବ ବୋଲି  ଜଳସଂପଦ ବିଭାଗ  ସର୍ବୋଚ୍ଚ  ଯନ୍ତ୍ରୀ  ଇଂ. ଜ୍ୟୋତିର୍ମୟ ରଥ କହିଛନ୍ତି ।…

ମୟୂରଭଞ୍ଜ:  କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି

ଆଜି ଜିଲ୍ଲାରେ ରେକର୍ଡ଼ ସଂଖ୍ୟକ ୬୯୫ ନୂଆ  କରୋନା ପଜିଟିଭ ଚିହ୍ନଟ  ମେ ମାସର ୩୦ ଦିନରେ ରେକର୍ଡ  ସଂଖ୍ୟକ ୧୦, ୫୪୮ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଚେନ ଭାଙ୍ଗିବାର ନାମ ଧରୁନାହିଁ । ଦୈନିକ…

ଚାଇନାରୁ ଅକ୍ସିଜେନ ସିଲିଣ୍ଡର ନେଇ ପହଞ୍ଚିଲା ସ୍ୱତନ୍ତ୍ର  ବିମାନ 

 ଭୁବନେଶ୍ୱର (ଶାସକ ପ୍ରଶାସକ) : ଚାଇନାରୁ ସିଧାସଳଖ ଅକ୍ସିଜେନ ସିଲିଣ୍ଡର ନେଇ ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱରରେ ଅବତରଣ କରିଛି  | ଲୋକଙ୍କୁ ଅକ୍ସିଜେନ ସୁରକ୍ଷା ଦେବା ପାଇଁ ବା ଅକ୍ସିଜେନ ଅଭାବରୁ ଯେପରି କୌଣସି ଲୋକଙ୍କ ଜୀବନ ନଯାଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଏସଆରସି ପ୍ରଦୀପ ଜେନାଙ୍କ ଅପିଲ : କ୍ଷୟକ୍ଷତି ଆକଳନ ବେଳେ ସତର୍କ ଓ ଯତ୍ନବାନ ରୁହନ୍ତୁ 

" ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତୁ, ଅଯୋଗ୍ୟଙ୍କୁ ସାମିଲ କରନ୍ତୁ ନାହିଁ"  ଭୁବନେଶ୍ୱର (ଶାସକ ପ୍ରଶାସକ) : ବାତ୍ୟା  କ୍ଷୟକ୍ଷତି ଆକଳନ ବେଳେ କୌଣସି ଯୋଗ୍ୟ ବ୍ୟକ୍ତି ବାଦ ପଡିବା ଅବା ଅଯୋଗ୍ୟ ବ୍ୟକ୍ତି ସାମିଲ ହେବା ଭଳି ଘଟଣା ନ ଘଟେ ସେଥିପାଇଁ ସରକାରୀ ଅଧିକାରୀ, କର୍ମଚାରୀ ସର୍ବୋପରି…

ଓଡ଼ିଶା ମୋ- ପରିବାର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ରକ୍ତଦାନ ଶିବିର : ୨୬ ୟୁନିଟ୍ ରକ୍ତ ସଂଗ୍ରହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋଭିଡ୍ ମହାମାରୀ ସମୟରେ ଯେପରି ରକ୍ତର ଅଭାବ ନ ହେବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ…