ଅବକାରୀ ବିଭାଗର ଚଢ଼ାଉ: ୬.୧କେଜି ଓଜନର ଗଞ୍ଜେଇ ଜବତ, ଜଣେ ଗିରଫ ।

ପଦ୍ମପୁର- ପଦ୍ମପୁର ଗାଇସିଲାଟ ରୋଡ଼ ଠାରେ ବେଆଇନ ଭାବେ ଗଞ୍ଜେଇ ରଖି ବିକ୍ରି କରୁଥିବା ଅଭିଯୋଗ ହେବାପରେ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ୬.୧ କେଜି ଓଜନର ଗଞ୍ଜେଇ ଜବତ କରିବା ସହିତ ସୁବାସ ପଧାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଅବକାରୀ…

ଝାରବନ୍ଧ ଜୁନିୟର କଲେଜ ରେ ନୂତନ ଅଧ୍ୟକ୍ଷ ଙ୍କ ଯୋଗଦାନ

ଝାରବନ୍ଧ -ମନୋହର ଦାଶ:ଝାରବନ୍ଧ ସ୍ଥିତ ଜୁନିୟର କଲେଜ ରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି ଶ୍ରୀଯୁକ୍ତ ସାହୁ ମହାମରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁ ଗତବର୍ଷ ଲକ୍ ଡାଉନ…

କୋଭିଡରେ ସ୍ବାମୀଙ୍କୁ  ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍‌ସନ୍‌…

https://www.youtube.com/watch?v=ClRAjuMmTHg କୋଭିଡ ମୁକାବିଲା:  ମୁଖ୍ୟମନ୍ତ୍ରୀ ନେଲେ ସମୀକ୍ଷା ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ୩ ମାସର ଆଗୁଆ ପେନ୍‌ସନ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କର, ପିଲାମାନଙ୍କ ଯତ୍ନ ଉପରେ ସ୍ବତନ୍ତ୍ର ଫୋକସ୍‌…

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରାଯିବ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁର ଆଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ଅଧିକ…

ବାହା ଭୋଜି ଚାଲିଥିଲା, ପହଞ୍ଚିଗଲେ ପ୍ରେମିକା

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ବାପୁନୀ ନାୟକ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସଂପର୍କ ସ୍ଥାପନ କରିଆସୁଥିଲେ ଏବଂ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ…

 ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ  ନିର୍ଦ୍ଦେଶକ

ଓଡିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଛୋଟ ଅଦଳବଦଳ   Sri Indramani Tripathy ଭୁବନେଶ୍ୱର (ଶାସକ ପ୍ରଶାସକ) :ସମ୍ପ୍ରତି ସାଧାରଣ ପ୍ରଶାସନ ଓ  ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ…

ଜୁଆ ଆଡ୍ଡା ରେ ଚଢ଼ାଉ:ଟଙ୍କା ସହ ମୋବାଇଲ-ଗାଡି ଜବତ, ୪ ଗିରଫ 

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ଜଗଦଲପୁର ଥାନା ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଶିକରିପାଲି ଗ୍ରାମ ରେ ଏକ ନିର୍ଜନ ନିଛାଟିଆ ସ୍ଥାନରେ ଏକ ଜୁଆଆଡ୍ଡା ଉପରେ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଅତର୍କିତ ଚଢଉ କରି ୪ଜୁଆଡି ଙ୍କୁ ଗିରଫ…

ଜେଏସପିଏଲ ଅନୁଗୁଳ ଠାରେ  ୨୭୦ ବେଡ୍ ବିଶିଷ୍ଟ ବୃହତ କୋଭିଡ୍ ସେଂଟରର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ କରାଯିବ-ଧର୍ମେନ୍ଦ୍ର ପ୍ରଧାନ ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ କଥା ହୋଇ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଲେ କେନ୍ଦ୍ରମମନ୍ତ୍ରୀ …

ଓଡିଆ ମହିଳା-ନେତୃତ୍ୱାଧୀନ ଆମେରିକାର ସଂଗଠନ ସିଏମଆରଏଫକୁ ଦେଲେ 68,500 ଡଲାର୍ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଜଣାଶୁଣା ଓଡ଼ିଆ ମହିଳା ଜୟଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଆମେରିକାରୁ ପରିଚାଳିତ  ସଂଗଠନ "ଆୱାର ବିଶ୍ୱାସ"  କୋଭିଡା ପରିଚାଳନା ବାବଦରେ ସହଯୋଗ ସ୍ୱରୂପ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୮, ୫୦୦ ଡଲାର(ପ୍ରାୟ ୫୦ ଲକ୍ଷ ଟଙ୍କା) ଅନଲାଇନ ମାଧ୍ୟମରେ…

ୱାଲମିର ୪୧ ତମ ପରିଚାଳନା ପରିଷଦ ବୈଠକ 

କାର୍ଯ୍ୟରତ ୧୫୩କର୍ମଚାରୀଙ୍କର ୭ମ ବେତନ କମିଶନ ସୁପାରିଶ ଅନୁସାରେ ବେତନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ   ପ୍ରତିଷ୍ଠାନରେ କାର୍ଯ୍ୟରତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପଦବୀର ନାମକରଣ ହେଲା ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର  ଭୁବନେଶ୍ୱର: ଭୁବନେଶ୍ୱର-କଟକ ରାସ୍ତାରେ…