Breaking ମୁଖ୍ୟମନ୍ତ୍ରୀ ପଦ ଛାଡିଲେ କ୍ୟାପଟେନ ଅମରିନ୍ଦର
ଚଣ୍ଡିଗଡ : ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ଗତ କିଛି ଦିନ ଧରି ତାଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ରହିଥିଲା | ଦଳର ଅଧିକାଂଶ ବିଧାୟକ ନେତୃତ୍ୱ ପରିବର୍ତ୍ତନ ଦାବି କରିବା ପରେ ତାଙ୍କୁ…