ସରକାରୀ ଅର୍ଥ ବାଟମାରଣା : ଠିକାଦାର ଯନ୍ତ୍ରୀ ମାଲେମାଲ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳବାସୀଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି I ଏହି ଯୋଜନାର କାର୍ଯ୍ୟକାରିତା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଦେଉଛନ୍ତି I ହେଲେ ଏହି ଅନୁଦାନକୁ ଦିବଲୋକରେ କିଛି ଵିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାର ବାଟମାରଣା କରୁଥିବା ଘଟଣା ପଦାକୁ…