ସୀମାନ୍ତ ରେ ପୋଲିସ୍ ମାଓବାଦୀ ମୁହାଁମୁହିଁ : ୬ ମାଓବାଦୀ ନିହତ ।
ମାଲକାନଗିରି: ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ । ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତକରିଛନ୍ତି…