ପଦ୍ମପୁର ଗୋରୁ ବଜାରରେ ଚାଲିଛି ଚାନ୍ଦା ମଗା, ପୋଲିସ ବାବୁଙ୍କ ଭାଗଥିବା ନେଇ ଚର୍ଚ୍ଚା !
ପଦ୍ମପୁର(ଶାସକପ୍ରଶାସକ)- ଚାଷୀମାନେ ଧାନ ପନିପରିବା ବ୍ୟତୀତ ଗାଈ ଛେଲି ମେଣ୍ଢା ଆଦି ପାଳନ କରିଥାନ୍ତି । ଧାନ,ପନିପରିବା ପରି ଗାଈ,ବଳଦ, ଛେଲି,ମେଣ୍ଢା ବିକ୍ରି କରିବା ପାଇଁ ସରକାର ବଜାର ବ୍ୟବସ୍ଥା କରିଛନ୍ତି । ପଦ୍ମପୁର ସହରର ଗୋରୁ ବଜାର ଠାରେ ଚାଷୀମାନେ ଛେଲି ମେଣ୍ଢା କ୍ରୟ ବିକ୍ରୟ…