ରକ୍ତଦାନ ଶିବିର ମାଧ୍ୟମରେ କ୍ରମାଗତ ଭାବରେ ଜନସେବା ଜାରି ରଖିଛି ଓଡିଶା ମୋ ପରିବାର :- ଭୋଜରାଜ ସିଂ ବରିହା
ଅତାବିରା ରେ ମେଗା ରକ୍ତଦାନ ଶିବିର ,144 ୟୁନିଟ ରକ୍ତ ସଂଗ୍ରହ
ରକ୍ତଦାନ କୁ ଯୁବସମାଜ , ସେବା ସହିତ କର୍ତ୍ତବ୍ୟ ବୋଲି ଭାବିବା ଉଚିତ :- ପ୍ରଦ୍ୟୁମ୍ନ ତ୍ରିପାଠୀ
ବରଗଡ :- ରକ୍ତଦାନ ହେଉଛି ଜୀବନ ଦାନ । ଆବଶ୍ୟକତା ସମୟରେ ରୋଗୀଙ୍କୁ ଯେମିତି ରକ୍ତ ପାଇଁ ଅସୁବିଧା ଭୋଗିବାକୁ ନପଡ଼େ ସେଥିପାଇଁ…