ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଶାସକ ପ୍ରଶାସକ)  :ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି | ବଦଳିଛନ୍ତି କିଛି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ  | ନିଯୁକ୍ତି ମିଳିଛି ଫେଜ ୨ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚର ଆଇଏଏସ ଅଫିସରଙ୍କୁ |   ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି…

ଶହୀଦ ନଗର ଦୁର୍ଗା ପୁଜା ମଣ୍ଡପ ପରିସରରେ ” ଜୀବନ ବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ: ୧୨୮ ୟୁନିଟ ରକ୍ତ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ସାରା ରାଜ୍ୟରେ ଦେଖାଦେଇଥିବା ରକ୍ତାଭାବକୁ ଭରଣା କରିବା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଶା  ମୋ ପରିବାର ଆନୁକୂଲ୍ୟରେ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ  ଭୁବନେଶ୍ୱର ମଧ୍ୟ ନିର୍ବାଚନ…

ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ହେଲେ ଶ୍ରୀମତି ପୁର୍ଣ୍ଣବାସୀ ନାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ଆଦିବାସୀ ମହିଳାନେତ୍ରୀ ଶ୍ରୀମତି ପୁର୍ଣ୍ଣବାସୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀୀଯୁକ୍ତ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶ୍ରୀମତି ନାୟକ ୨୦୦୨…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

କରୋନା ମୁକାବିଲାରେ ଡା.ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟକୁ ମନେପକାଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି-ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶା ମାଟିର ଦକ୍ଷ ପ୍ରଶାସକ…

୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ କଲା ବୁର୍ଲା ପୋଲିସ ।

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସକୁ ବଡ ସଫଳତା । ୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ  କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ। ଏନେଇ ଆଜି ରବିବାର ଅପରାହ୍ନ ସାଢେ 3 ଟାରେ ସୂଚନା ଦେଲେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର। ଗିରଫ ଅଭିଯୁକ୍ତଙ୍କୁ ପଟ୍ରୋଲିଂ ସମୟରେ…

କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଦରମା ଓ କେନ୍ଦୁପତ୍ର ତୋଲାଳିଙ୍କ ପତ୍ର ଖରିଦ୍ ପଇସା ରଥଯାତ୍ରା ପୂର୍ବରୁ…

ପଦ୍ମପୁର(ଶାସକପ୍ରଶାସକ)-କେନ୍ଦୁପତ୍ର ତୋଲାଳି ମାନେ ଗତ ୨ ମାସ ହେଲା ଜଙ୍ଗଲ ରୁ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟ କେନ୍ଦୁପତ୍ର ବିଭାଗ କୁ ବିକ୍ରି କରିଥିଲେ ମଧ୍ୟ  ପଦ୍ମପୁର କେନ୍ଦୁପତ୍ର ଡିଭିଜନ ର ୫୫ ହଜାର କେନ୍ଦୁପତ୍ର ତୋଲାଳିଙ୍କୁ ଟଙ୍କା ଟିଏ ସୁଦ୍ଧା ସରକାର ଦେଇ ନାହାନ୍ତି  ।…

ହାର ମାନିଲା ବୟସ ; ୭୫ ବର୍ଷ ବୟସରେ ମାଟ୍ରିକ୍ ପାସ୍ ।

ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଶିକ୍ଷା ଆଗରେ କୌଣସି ବାଧାବିଘ୍ନ ନଥାଏ । କୌଣସି ବୟସର କଟକଣା ନଥାଏ । ଏମିତି ଶିକ୍ଷା ଯାହାକି ବୟସରେ ହିସାବ ହୋଇନଥାଏ , ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ  ।    ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ବ୍ଲକ୍ କୁରିଗାଁ…

୧୦୦ ଟଙ୍କା ପାଇଁ ଚାଲିଗଲା ପ୍ରାଣ !

ସମ୍ବଲପୁର ପୂର୍ବତନ କୁଳପତିଙ୍କୁ ହତ୍ୟା : ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ…

ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍: ପ୍ରଫେସର ଗଣେଶୀ ଲାଲ୍‍

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଭୁବନେଶ୍ୱର: ଆତ୍ୱନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର…

ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ପି.କ୍ରିଷ୍ଣ।ଙ୍କ ଜନ୍ମ ଦିବସରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କୃଷ୍ଠ ନିରାକରଣ କେନ୍ଦ୍ର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।  ପୂର୍ବତନ ପାରଳା ପୌର ପରିଷଦର ଅଧ୍ୟକ୍ଷ ସ୍ବର୍ଗତ ପି. କ୍ରିଷ୍ଣାଙ୍କ ଜନ୍ମ ତିଥିରେ…