ଜଗତସିଂହପୁର ୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ
ଜଗତସିଂହପୁର/ଭୁବନେଶ୍ୱର - ଆଜି ପୂର୍ବାହ୍ନରେ ଜଗତସିଂହପୁର ୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଭାସୀ(ଭର୍ଚୁୁଆଲ) ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ପଂଚଦଶ ଅର୍ଥ କମିଶନ…