ରାଜବାଟୀ ଦୂର୍ଗା ଙ୍କ ଦରବାର ରେ ସମର୍ଦ୍ଧିତ ହେଲେ ଦମ୍ପତି ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ମହାଦଶମୀ ର ରଣଜିତା ପର୍ବ ଅବସରରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ନଗରବାସୀ ଙ୍କ ତରଫରୁ ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଲଷ୍ମୀନାରାୟନ ଅଗ୍ରୱାଲଙ୍କ ସୁପୁତ୍ର ଅମରଦୀପ ଅଗ୍ରୱାଲ ଓ ପୁତ୍ରବଧୁ…