ଶ୍ରଦ୍ଧାଳୁଙ୍କ ଗହଳିରେ ମା’ ଉଗ୍ରତାରାଙ୍କ ୫୯ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ବାର୍ଷିକ ଉତ୍ସବ ସମ୍ପନ୍ନ

​ଜଗତସିଂହପୁର, ତା-୨୩. ୦୪. ୨୦୨୬/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଦେବୋଗ (ଚାଟରା) ସ୍ଥିତ ମା' ଉଗ୍ରତାରା ପୀଠରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ମା'ଙ୍କ ୫୯ ତମ ବିଶ୍ୱଶାନ୍ତି ଦେବୀ ମହାଯଜ୍ଞ ଏବଂ ମନ୍ଦିରର ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ…

ଇଂରାଜୀ ଭାଷା ଦିବସ ଓ ବିଶ୍ୱ ପୁସ୍ତକ ଦିବସ ପାଳିତ

ଝାରସୁଗୁଡ଼ା, ତା: ୨୩/୦୪/୨୦୨୬: ଡିଏଭି ପବ୍ଲିକ ସ୍କୁଲ ପରିସରରେ ଇଂରାଜୀ ଭାଷା ଦିବସ ଓ ବିଶ୍ୱ ପୁସ୍ତକ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଇଂରାଜୀ ସାହିତ୍ୟର କିମ୍ବଦନ୍ତୀ କବି, ଔପନ୍ୟାସିକ ତଥା ସାହିତ୍ୟିକ ଉଇଲିୟମ…

ଗାଙ୍ଗପୁର ପୋଲିସର ବଡ଼ ସଫଳତା,ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସହ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀ ଓ ସହଯୋଗୀ ଗିରଫ

 ୯ଏମ ଏମ ମଉଜର ସହ ଦୁଇ ଦେଶୀ ବନ୍ଧୁକ ଓ ଗୁଳି ଜବତ । ବେଲଗୁଣ୍ଠା-୨୩/୪- (ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା, ସୋରଡ଼ା ବ୍ଲକ ଅନ୍ତର୍ଗତ ସିଆରିମାଳ ଗ୍ରାମରେ ଗାଙ୍ଗପୁର ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି। ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସମୟରେ ଜଣେ ଦୁର୍ଦ୍ଦାନ୍ତ…

ଝାରସୁଗୁଡାରେ ମହିଳା ଆରକ୍ଷଣ ବିଲକୁ ନେଇ ବିରୋଧ, ନେତାମାନଙ୍କ କୁଶପୁତ୍ତଳିକା ଦାହ

  ଝାରସୁଗୁଡା: ସଂସଦରେ ମହିଳା ଆରକ୍ଷଣ ବିଲକୁ ବିରୋଧ କରାଯାଇଥିବା ଅଭିଯୋଗକୁ ନେଇ ଝାରସୁଗୁଡାରେ ମହିଳା ଓ ଯୁବମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସହରର ପୁରୁଣା ବସସ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ଏହାକୁ ନେଇ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ପ୍ରତିବାଦ ସମୟରେ…

ସେୱା ପକ୍ଷରୁ ଦେଶୀ ବିହନ ମେଳା ଆୟୋଜିତ

ଝାରସୁଗୁଡା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୋଲାବିରା ବ୍ଲକର ସେୱା ଅନୁଷ୍ଠାନ ତରଫରୁ ଜିୱା ପ୍ରୋଜେକ୍ଟ ମାଧ୍ୟମରେ ଲଇକେରା ବ୍ଲକ ଅଧୀନ ହୁଡୁକୁଡିହି ଗ୍ରାମରେ ଏକ ଦେଶୀ କିସମ ବିହନ ମେଳା ଆୟୋଜିତ ହୋଇଯାଇଛି। ଏହି ମେଳାରେ ଧାନ, ମାଣ୍ଡିଆ, ଡାଲି, ତୈଳବୀଜ ଓ ପନିପରିବା ଇତ୍ୟାଦିର ବିଭିନ୍ନ…

କୋଲାବିରା ବିଡିଓ ହେଲେ ଝାରସୁଗୁଡ଼ାର ନୂତନ ଉପଜିଲ୍ଲାପାଳ

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ବିଡିଓ ଅଶୋକ ମାଝୀଙ୍କୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ (ସବ୍-କଲେକ୍ଟର) ଭାବେ ନୂତନ ଦାୟିତ୍ୱ ନେବେ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି। ଏହି ପଦୋନ୍ନତି ସମୟରେ ରାଜନୈତିକ ମଞ୍ଚରେ ଚର୍ଚ୍ଚା ଜୋର ଧରିଛି।…

ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଏପ୍ରିଲ ୨୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍) ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା (ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ହର୍ଟିକଲଚରାଲ ରିସର୍ଚ୍ଚ) ବେଙ୍ଗାଲୁରୁ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର…

ସୋଆ କମ୍ୟୁନିଟି ରେଡିଓ ବୁଲି ଦେଖିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ

ଭୁବନେଶ୍ୱର, ଏପ୍ରିଲ୍ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪କୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବୁଲି ଦେଖିଛନ୍ତି । ଗଣମାଧ୍ୟମ ଓ ତତ୍ସମ୍ପର୍କିତ କାର୍ଯ୍ୟଧାରା ସମ୍ପର୍କରେ ଓ ରେଡ଼ିଓ ସହ ଜଡ଼ିତ ଅଧିକ ଜ୍ଞାନ ଆହରଣ…

ନିଆରା ଢଙ୍ଗରେ ପାଳିତ ହେଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ

ରାୟଗଡା, 23.4.26: : ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀଙ୍କ ସହିତ ନିଆରା ଢଙ୍ଗରେ ପାଳିତ ହୋଇ ଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ତତ୍ତ୍ୱାବଧାନରେ ଆୟୋଜିତ…

ଦେବାଳୟ ସମିତି ପକ୍ଷରୁ ନବ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଅନୁଷ୍ଠିତ

ରାୟଗଡ: ଦେବାଳୟ ସମିତି ପକ୍ଷରୁ ନବ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୧୮.୦୪.୨୦୨୬ ରୁ ଆରମ୍ଭ ହୋଇ ଯାଇଛି ଓ ଏହା ଆସନ୍ତା ୨୪.୦୪.୨୦୨୬ ପର୍ୟ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ନିମନ୍ତେ ଶ୍ରୀ ବିଷ୍ନୁ ମହା ଯଜ୍ଞ ଅନୁଷ୍ଠାନ ର ଆୟୋଜନ କରାଯାଇଛି ଏବଂ ଏହି…