ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚନ ଶେଷ
ଜୟଦାନ ସଭାପତି, ଉପ ସଭାପତି ଭାବେ ସୁନାମ ଓ ସାଧାରଣ ସମ୍ପାଦକ ଭାବେ କୈଳାଶ ନିର୍ବାଚିତ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚନ ଶେଷ ହେଇଯାଇଛି ଏହି ନିର୍ବାଚନରେ ସଭାପତି ଭାବେ ଜୟଦାନ…