ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ପକ୍ଷୀ ଗଣନା ଶେଷ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲା ବନ୍ୟ ପ୍ରାଣୀ ବନଖଣ୍ଡ ର ଅସ୍ତରଙ୍ଗ ରେଞ୍ଜ ତରଫରୁ ବୁଧବାର ଦିନ ପକ୍ଷୀ ଗଣନା ହୋଇଅଛି । 20 ଜଣ ବନବିଭାଗ କର୍ମଚାରୀ 5 ଗୋଟି ଦଳରେ ବିଭକ୍ତ ହୋଇ, ଗଣନା କାମରେ ନିୟୋଜିତ ହୋଇ,ସ୍ଥଳ ଭାଗ ର ଶିଖରଘାଟ ବ୍ରିଜ ଠାରୁ ପାଟସୁନ୍ଦରପୁର,ଓ ଜାହାନିଆ ଠାରୁ…