ଭାରତ ବନ୍ଦ : କୃଷକ ସଭା ପକ୍ଷରୁ କରସିଙ୍ଗି ଛକରେ ରାସ୍ତା ଅବରୋଧ।

ବୁଗୁଡା :  ଭାରତ ବନ୍ଦ, ବୁଗୁଡା ବ୍ଲକରେ ଆଂଶିକ ସଫଳ ହୋଇଥିବା ଦେଖିବାକୁ ମିଳିଛି। ବୁଗୁଡା ସହରରେ ବିଭିନ୍ନ ଅଫିସ, ସ୍କୁଲ, କଲେଜ, ବ୍ୟାଙ୍କ ପ୍ରଭୃତି ବନ୍ଦ ଥିବାବେଳେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ବୁଗୁଡା ବ୍ଲକର କରସିଙ୍ଗି ଛକରେ କ୍ରାନ୍ତିକାରୀ କୃଷକ…

ରେଢ଼ାଖୋଲ ଡାକ୍ତରଖାନା ଛକରେ ସଂଯୁକ୍ତ କୃଷକ ସଂଗଠନର ଭାରତବନ୍ଦ ଡାକରା ସଫଳ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସର୍ବ ଭାରତୀୟ କୃଷକ ସଂଘଠନର ଦେଶ ବ୍ୟାପି ସୋମବାର ଭାରତ ବନ୍ଦ ଡାକରାକୁ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ତରଫରୁ ସମର୍ଥନ କରାଯିବା ସହ ରାସ୍ତାରୋକ କରାଯାଇଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ,ତଥା ତିନୋଟି…

ଗୁଣୁପୁର ଠାରେ ଭାରତ ବନ୍ଦ ଡାକରା ।

ଗୁଣୁପୁର/ସନ୍ତୋଷ କୁମାର ଚୌଧୁରୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବିରେ  ଆଜି ଭାରତ ବନ୍ଦ ଡାକରା ପ୍ରଭାବ ଗୁଣୁପୁର ଠାରେ ପଡିଛି ।ଏସ୍ପିଗୁଡାଛକ ନିକଟ ମୁଖ୍ୟରାସ୍ତା ଉପରେ ସିପିଆଇଏମ୍ଏଲ୍ ଲିବରେସନ୍ ପାର୍ଟୀ ପକ୍ଷରୁ କର୍ମୀ ଓ…

“ଗୁଲାବ” ର ପ୍ରଭାବରେ ଜିଲ୍ଲାବ୍ୟାପୀ ବର୍ଷା : ଭୁସ୍ଖଳନ , ଗଛ ଉପୁଡିଲା ଓ ବଂଶଧାରା ନଦୀରେ ବନ୍ୟାଜଳ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମୁଦ୍ରିକ ଝଡ଼ବାତ୍ୟା "ଗୁଲାବ"ର ପ୍ରଭାବରେ ଗଜପତି ଜିଲ୍ଲାବ୍ୟାପୀ ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଭୁସ୍ଖଳନ ଓ ବଡ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି । ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଭିନ୍ନ କଚା ଝାଟିମାଟି ଓ ଚାଳ ଛପର ଘରେ…

ଓଡିଶା ମୋ ପରିବାର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ : ୬୦ ୟୁନିଟ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ ହଲ୍‌ ଠାରେ ଓଡିଶା ମୋ ପରିବାର "ଜୀବନ ବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

କଳା କୄଷି ଆଇନ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ଭାରତ ବନ୍ଦ

ପଦ୍ମପୁର(ଶାସକପ୍ରଶାସକ)- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନିଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆଜି…

ସିଏସ୍ଆଇଆରର ୮୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ସ୍ଥାନୀୟ ଇନଷ୍ଟିଟ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜୀର ଅଡିଟୋରିୟମ ଠାରେ ସିଏସ୍ଆଇଆରର ୮୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍ଏମଟି ନିର୍ଦ୍ଦେଶକ ପ୍ରଫେସର ଡ଼ ସୁଧାସତ୍ୱ ବାସୁ ସମସ୍ତ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ…

ବlତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲlପ୍ରଶାନର ବ୍ୟାପକ ପ୍ରସ୍ତୁତି l

ତଳିଆଞ୍ଚଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ସରକାର ନୀୟମ ଅନୁଯାୟୀ ରନ୍ଧା ଖାଦ୍ୟ ଦିଆଯାଉଛି ରାୟଗଡରୁ ସରୋଜ କୁମାର ସାହୁ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା "ଗୁଲାବ"କୁ ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ…

କଣ୍ଟେନରକୁ ପଛରୁ ଧକ୍କା ଦେଲା ପିକ‌ଅପ୍ ଭ୍ୟାନ ଜଣେ ଆହତ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ଚାରମାଳ ଡାକ୍ତରଖାନା ସମ୍ମୁଖରେ ରବିବାର ରାତି ୯ ଟା ବେଳେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟରୁ ଏକ ପିକ୍ଅପ୍ ଭ୍ୟାନ ଧକ୍କା ଦେଇଛି । ସୂଚନାଯୋଗ୍ୟ ଯେ ଚାରମାଳ ଡାକ୍ତରଖାନା ସମ୍ମୁଖରେ ଜାତୀୟ ରାଜପଥ ଉପରେ…

ଭାରତୀୟ କିଷାନ ସଂଘ ରେଢ଼ାଖୋଲ ବ୍ଳକର ନୂତନ ଟିମ୍ ଘୋଷଣା

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରବିବାର ଭାରତୀୟ କିଷାନ ସଂଘ ରେଢ଼ାଖୋଲ ବ୍ଲକର ନୂଆ ଟିମ ଗଠିତ ହୋଇଛି । ଜିଲ୍ଲା ପ୍ରଭାରୀ ଜୟଶ୍ବର କର୍ଣଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ସଭାପତି ଭାବେ ରମେଶ ଚନ୍ଦ୍ର ରାୟ,…