ରାଜ୍ୟର ଚାଷୀମାନଙ୍କ ଆୟବୃଦ୍ଧି ସକାଶେ ଆୟୋଜିତ ହେବ କୃଷି କନକ୍ଳେଭ

ଆମନ୍ତ୍ରିତ ହେବେ ଦେଶର ବଡ଼ ବଡ଼ କଂପାନୀ ଭୁବନେଶ୍ୱର(ଶାସକ ପ୍ରଶାସକ):କୃଷି କ୍ଷେତ୍ରରେ ଅଧିକ ନୂତନ ସମ୍ଭାବନା ସୃଷ୍ଟି ସହିତ କୃଷି ଉତ୍ପାଦଗୁଡ଼ିକୁ ମୂଲ୍ୟଯୁକ୍ତ କରି ଚାଷୀଙ୍କ ଆୟବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ କୃଷି-କନକ୍ଳେଭର ଆୟୋଜନ କରାଯିବା ଏଥିରେ ଦେଶର କୃଷି ଉତ୍ପଦ ସହ ଜଡ଼ିତ…

କୋଭିଡ କଟକଣା : ଫିକା ପଡିଲା ଗୁଣୁପୁର ମା ମାଣିକେଶ୍ବରୀଙ୍କ ବାଲି ଯାତ୍ରା

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ : ଗୁଣୁପୁର ବ୍ଲକ ପୁରୁଣା ଗୁଣୁପୁର ଠାରେ ମା ମାଣିକେଶ୍ବରୀ ମାଆଙ୍କ ପାରମ୍ପରିକ ବାଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହା ରାଜ ରାଜୁଡା ଅମଳରୁ ବହୁ ବର୍ଷଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଯାତ୍ରା ଏଥର କୋଭିଡା କଟକଣା ପାଇଁ ଫିକା ପଡିଯାଇଛି | ୮ଦିନ…

ବଜ୍ରାଘାତରେ ୩ ମୃତ

ରେଢ଼ାଖୋଲ: ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଢିଲେ ଏକ ଦମ୍ପତିଙ୍କ ସମେତ ୩ ଜଣ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।ମୃତକମାନେ ହେଲେ ଅନ୍ତର୍ଯ୍ୟାମୀ ମାଝୀ, ତାଙ୍କ ସ୍ତ୍ରୀ ଲିଳିମା ମାଝୀ ଓ ଜଣେ ଶ୍ରମିକ ପାରୁ…

ବୋଲଗଡ଼ରେ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳିତ

ବୋଲଗଡ଼ ରୁ ପଞ୍ଚାନନ ସ୍ଵାଇଁ: ଆଜି ବୋଲଗଡ଼ ଗୋପବନ୍ଧୁ ଛକ ତହସିଲ ଅଫିସ ସମ୍ମୁଖରେ ସଂଯୁକ୍ତ କିଷାନମୋର୍ଚ୍ଚା ଆହ୍ଵାନରେ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ୩କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳିତ ହୋଇଯାଇଛି | କୃଷକ ସଂଗଠନ ତରଫରୁ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥକୁ ଦିବା…

“ବିପଦର ବନ୍ଧୁ” ପକ୍ଷରୁ “ଗିଫ୍ଟ ଅଫ ଲାଇଫ” ସମ୍ବର୍ଦ୍ଧିତ

ବୁଗୁଡା : "ବିପଦର ବନ୍ଧୁ" ସଙ୍ଗଠନର ୪ ର୍ଥ ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ସଭା ଓ ରକ୍ତଦାନ ଶିବିର ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜରିଆରେ ରକ୍ତ ସଂଗ୍ରହ କରି ଜୀବନସହ ସଂଘର୍ଷ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଇ ଜୀବନ ରକ୍ଷା କରିପାରୁଥିବା…

“ମୋ ସ୍କୁଲ୍ ଅଭିଯାନ’ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ, ୮୮୭ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ୧୨୩୮ ସ୍କୁଲରେ ନୂଆ ପ୍ରକଳ୍ପ, ଯୋଡ଼ିହେଲେ ଆଉ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ବାଲେଶ୍ୱର ସର୍ବାଧିକ, ଦ୍ୱିତୀୟ ସ୍ଥାନରେ ଯାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ…

ସମ୍ବଲପୁରୀ ଭାଷା ସାହିତ୍ୟ ର “ରଞ୍ଜିତା” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର(ଶାସକ ପ୍ରଶାସକ)-ସମ୍ବଲପୁରୀ ଭାଷା ସାହିତ୍ୟ ର ଉନ୍ନତି ସକାଶେ ଗାଁ ଗାଁ ରେ ପ୍ରଚାର ପ୍ରସାର ପାଇଁ ଏକ ନୂତନ କାର୍ଯ୍ୟକ୍ରମ "ରଞ୍ଜିତା" ପଶ୍ଚିମ ଓଡ଼ିଶା ର ପ୍ରତି ଗାଁ ରେ ଭାଷା ସାହିତ୍ୟ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ କବି ବିନୋଦ ବୈକାର ଙ୍କ ବରିଷ୍ଠ ଉଦ୍ୟମ ରେ ପଦ୍ମପୁର ନିକଟସ୍ଥ…

ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଓ ସେବା ସମର୍ପଣ ସପ୍ତାହ ପାଳନ ଅବସରରେ ବରଗଡ଼ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ନେତୃତ୍ବରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ସ୍ଵାଧୀନତା ସଂଗ୍ରାମୀ ବର୍ଣ୍ଣି…

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ସମାଲୋଚନା

" କ୍ଷମତା ଖେଳରେ ଯୁବ ଡାକ୍ତରମାନଙ୍କୁ ଫୁଟବଲ୍ ଭଳି ବ୍ୟବହାର କରନ୍ତୁ ନାହିଁ।" ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜୁଏଟ୍ ସୁପର ସ୍ପେସିଆଲିଟି (NEET SS) ପରୀକ୍ଷା 2021 ର ଢାଂଚାରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଘୋଷଣାକୁ…

ସମ ଆଲଟିମେଟ ମେଡ଼ିକେୟାର ରେ ଫାର୍ମାସିଷ୍ଟ ଦିବସ ପାଳିତ

ଭୁବନେଶ୍ୱର: ସମ ଆଲଟିମେଟ ମେଡିକେୟାର ରେ ଶନିବାର ଦିନ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ହସ୍ପିଟାଲର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିଆର) ବିରାଜ ମୋହନ ମିଶ୍ର, ଫ।ର୍ମାସୀ ବିଭାଗ ମୁଖ୍ୟ ଶ୍ରୀ ଶୁଭ୍ରକାନ୍ତ ନାୟକ,…