ପ୍ରଥମ ବୁଢାରଜା କ୍ରିକେଟ ଉଦଘାଟିତ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ବଇଦପାଲି ଗ୍ରାମରେ ପ୍ରଥମ ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।ଉଦଘାଟନୀ ମ୍ୟାଚ କନସିଂହା ଓ ଖୁଜେନ ମଧ୍ୟରେ ହୋଇଥିଲା।ଏଥିରେ କନସିଂହା ବିଜୟୀ ହୋଇଥିଲା।ମୁଖ୍ୟ ଅତିଥି ଟଙ୍କମଣି ସ୍ବାଇଁ,ସମ୍ମାନିତ ଅତିଥି ଯୁବଚାଷୀ ଅଜିତ…

ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ବଂଶଧାରା ବସନ୍ତ ମହୋତ୍ସବ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ 2013 ମସିହା ଠାରୁ ବଂଶଧାରା ବସନ୍ତ ମହୋତ୍ସବ ନାମରେ ଏକ ରାଜ୍ୟସ୍ତରୀୟ ମହୋତ୍ସବ ପାଳିତ ହେଉଛି |ଏହି ମହୋତ୍ସବରେ ମେଗା କ୍ରୀଡା ଉତ୍ସବ ସହ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୁଏ ଏହା ସହ କବିତା…

ମୋଟର ଚାଳକଙ୍କ ବିକ୍ଷୋଭ : ଅଫିସ୍ ଲାଗି ଗୃହ ଯୋଗାଇଦେବାକୁ ଦାବି

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) - ଆଜି କେନ୍ଦୁଝର ଜିଲ୍ଳାପାଳଙ୍କ ଦପ୍ତର ସାମ୍ନାରେ ଓଡିଶା ମୋଟର ଚାଳକ ସଂଘର କେନ୍ଦୁଝର ଶାଖା ଆନୁକୁଲ୍ୟରେ ଶହ ଶହ ମୋଟର ଚାଳକ ବିକ୍ଷୋଭ କରିଥିଲେ । କରୋନା କଟକଣା ସମୟରେ ମୋଟର ଚାଳକମାନେ ଜୀବନକୁ ପାଣି ଛଡେଇ ସେବା କରି ଥିବା କଥା ସେମାନେ ଦୋହରାଇ ଥିଲେ ।…

ଦିବଂଗତ ଭାରତରତ୍ନ ଲତାମଙ୍ଗେସକରଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଭାରତର ପ୍ରସିଦ୍ଧ ଗାୟିକା ଭାରତରତ୍ନ ସୁର-ସାମ୍ରାଜ୍ଞୀ ଲତାମଙ୍ଗେସକରଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା…

ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲେଇ ପ୍ରଶିକ୍ଷାର୍ଥୀ ମାନଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳାମାନଙ୍କୁ ସିଲେଇ ତାଲିମ କାର୍ଯ୍ୟକ୍ରମର ପ୍ରଶିକ୍ଷାର୍ଥୀ ପ୍ରଦାନ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ସେଟି ବଜାର ପ୍ରାଙ୍ଗଣରେ ଗୋଟିଏ…

ଆଜିଠୁ ଖୋଲିଲା ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ବିଦ୍ୟାଳୟ

ପ୍ରଥମ ଦିନର ଉପସ୍ଥାନ ଉତ୍ସାହଜନକ,  ବିଦ୍ୟାଳୟଗୁଡ଼ିକ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିଛିା ୩୭,୫୩୩ଟି ସରକାରୀ, ସରକାରୀ…

ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ।

ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଜୁ ଯୁବ ଜନତା ଦଳର ପ୍ରତେକ କର୍ମୀଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ର ଡିଜିଟାଲ କ୍ୟାମ୍ପେନର ମୁଖ୍ୟ ପୁରୋଧା ସାଜିବା ନିମନ୍ତେ ଆହ୍ୱାନ। ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ବିଜୁ ଜନତା ଦଳର…

ଆଉ ନାହାନ୍ତି ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁ

କେନ୍ଦୁଝର (ସିଦ୍ଧେଶ୍ୱର ସାହୁ) କେନ୍ଦୁଝର ନାଗରିକ ମଂଚର ସଭାପତି ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି । ବାୟୁସେନାର ଅବସରପ୍ରାପ୍ତ ଯୋଦ୍ଧା କେନ୍ଦୁଝରରେ ରହି ଏହାର ମାଟି ପାଣି ପବନ ସହ ଏକାକାର ହୋଇ ଯାଇଥିଲେ । ବିଭିନ୍ନ ଗଣସଂଗଠନ ର ନେତୃତ୍ୱ ନେଇ…

ମୁଖ୍ୟମନ୍ତ୍ରୀ ଦେଲେ ଭରସା : “ସମସ୍ତେ ମିଶି ପାଠପଢାର କ୍ଷତିକୁ ଭରଣା କରିବା,ପିଲାଙ୍କର କିଛି ଅସୁବିଧା ହେବ…

ସ୍କୁଲ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ବର୍ତ୍ତମାନ ର ଅଭିଜ୍ଞତା ଭବିଷ୍ୟତର ଆହ୍ବାନ ର ମୁକାବିଲା ପାଇଁ ପିଲାମାନଙ୍କୁ ସାହସ ଓ ଶକ୍ତି ଦେବ  ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି - ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜମୁଛି ପ୍ରଚାର

ମୁଖ୍ୟମନ୍ତ୍ରୀ ଙ୍କର ଉପରେ ରହିଛି ରାଜ୍ୟବାସୀଙ୍କ ଅତୁଟ ବିଶ୍ୱାସ :- ଭୋଜରାଜ ସିଂ ବରଗଡ :- ଆସନ୍ତା ଷୋହଳ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ରେ ବରଗଡ଼ ଜିଲ୍ଲାର ପାଇକମାଲ ଓ ଝାରବନ୍ଧ ବ୍ଲକ ସାମିଲ ରହିଛି । ଭୋଟ ଗ୍ରହଣର…