ଦ୍ଵିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ : ରଣପୁର ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ୍ ୩୭ ପଞ୍ଚାୟତ ଏବଂ ୫୧୭ ୱାର୍ଡ
ରଣପୁର:ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାର ଠାରୁ ପ୍ରଚାର ଶେଷ ହୋଇଛି । ନିର୍ବାଚନ କମିସନଙ୍କ ନିୟମାନୁସାରେ ୩୬ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆସନ୍ତା ୧୮ ତାରିଖ ସକାଳ ୭ଟାରେ ନିର୍ବାଚନ ଅନୁଷ୍ଠିତ…