ଇନିସ୍ପେକ୍ଟର ଭାବେ ଯୋଗଦାନ କଲେ ମେଲଛାମୁଣ୍ଡା ଏବଂ ବିଜେପୁର ଥାନାଧିକାରୀ

ପଦ୍ମପୁର(ଶାସକ ପ୍ରଶାସକ)- ଓଡ଼ିଶା ପୋଲିସ ବିଭାଗର ୧୨୭ ଜଣ ସବ ଇନ୍ସପେକ୍ଟର ପୋଲିସ ବିଭାଗର ପତ୍ର ସଂଖ୍ୟା ୧୦୮୦ ତା.୧୧/୧୧/୨୦୨୧ ଅନୁସାରେ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇଛନ୍ତି । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଓ ବିଜେପୁର ଥାନାର ଥାନା ଅଧିକାରୀ ମାନେ ମଧ୍ୟ ପଦୋନ୍ନତି ପାଇଛନ୍ତି ।…

ପୁରୀ ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚାରୋଟି ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ପୂର୍ଣ୍ଣାଙ୍ଗ ଉପରେ ରାଜ୍ୟ…

ଭୁବନେଶ୍ଵର : ଆଜି ଲୋକସେବା ଭବନଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଗିରି ବ୍ଲକର ରାୟବିଧାର…

ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ଇୟୁଏସ୍-ସ୍ପାଏଗ୍ଲାସ୍ ଟେକ୍ନୋଲୋଜି ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରୁ ଆସିଥିବା ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜିଷ୍ଟ ମାନଙ୍କ ନିମନ୍ତେ ଅତ୍ୟାଧୁନିକ ସ୍ପାଏଗ୍ଲାସ୍-ଡିଏସ୍  ଟେକ୍ନୋଲୋଜି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଉଦ୍ୟାପିତ ହୋଇଯାଇଛି…

ଜମଲା ଠାରେ ନକଲି ବିଦେଶୀ ମଦ ଜବତ ଜଣେ ଗିରଫ

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜମଲା ଠାରେ ଅବକାରୀ ଗୁଇନ୍ଦା ବିଭାଗ ଓ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିବା ବେଳେ ୨୫.୩୧୫ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଥିଲା । ବେଆଇନ ମଦ କାରବାରରେ ସମ୍ପୃକ୍ତ ବେପାରୀ ମହେନ୍ଦ୍ର ପ୍ରସାଦକୁ…

ଅବ୍ୟବସ୍ଥାରେ ପୁରୀ ତହସିଲ; ୭ଦିନର କାମକୁ ୭ମାସ ଲାଗୁଛି

ପୁରୀ/ଅନିମେଶ  ପଟ୍ଟନାୟକ: ବଦଳିଛି ସମୟ । ବଦଳିଛି କାମ କରିବାର ଶୈଳୀ । ସାରା ଦୁନିଆ ଏବେ ଡିଜିଟାଲାଇଜ ହେଉଛି । ସରକାରୀ କାମ ଏବେ ଘରେ ବସି  ହୋଇପାରୁଛି । ଖାଲି ସରକାରୀ ନୁହେଁ ଦୈନନ୍ଦିନର ସମସ୍ତ ଜରୁରୀ କାମକୁ ଏବେ ଅନ୍ ଲାଇନରେ ସହଜ ହୋଇଛି । ହେଲେ ଏସବୁଠୁ ବହୁ ପଛରେ ରହିଛି ପୁରୀ…

ଏକଲବ୍ୟ ( ମଡେଲ) ଆଧୁନିକୀକରଣ ବିଦ୍ୟାଳୟର ସୂଚନା ଫଳକ ଉଦଘାଟନ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ହେବାକୁ ଥିବା ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟର ସୂଚନା ଫଳକ ଉଦଘାଟନ ।ଆଜି ଅପରାହ୍ନ ରେ ବିଜେପି ପକ୍ଷରୁ ସୁନାଖଣ୍ଡି ପଞ୍ଚାୟତ ର ପ୍ରଧାନୀଗୁଡା ରେ ହେବାକୁ ଥିବା ଏକଲବ୍ୟ (ମଡେଲ)ଆଧୁନିକରଣ…

ପଣ୍ଡରା ଯୁବାମଞ୍ଚ ପକ୍ଷରୁ ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ରବିବାର ଦିନ ବରଗଡ଼ ଜିଲ୍ଲା ବରିକେଲ ଗ୍ରାମର ରାଜବୋଡାସମ୍ବର ଅଞ୍ଚଳର ୫୬ ଗୋଟି ଗ୍ରାମରୁ ଆସିଥିବା ପଣ୍ଡରା ଜାତିର ଯୁବକମାନଙ୍କୁ ନେଇ ନବଗଠିତ ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚ ର ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର: ବିଶେଷଜ୍ଞ

ସମ୍ ହସ୍ପିଟାଲରେ ବିଶ୍ୱ ମଧୁମେହ ଦିବସ ପାଳିତ ଭୁବନେଶ୍ୱର: କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି ରଖିଥିବା ବେଳେ ମଧୁମେହ ରୋଗକୁ ନେଇ ବିଶେଷଜ୍ଞମାନେ ଉଦ୍ବେଗଜଜନକ ତଥ୍ୟ ପ୍ରକାଶ କରିଛନ୍ତି । ମଧୁମେହ ରୋଗ ଥିବା ବ୍ୟକ୍ତିଙ୍କୁ କୋଭିଡ୍-୧୯ ଅଧିକ ଆକ୍ରାନ୍ତ…