ଛୁରିଅନା ଗ୍ରାମ ପଂଚାୟତ ସରପଞ୍ଚ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ କ୍ଷୀରୋଦ କାଣ୍ଡି ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଅନା ଗ୍ରାମପଂଚାୟତ ନବ ନିର୍ବାଚିତ ସରପଞ୍ଚ ଭାବେ ଗୁରୁବାର ଦିନ କ୍ଷୀରୋଦ କୁମାର କାଣ୍ଡି ଛୁରିଅନା ଗ୍ରାମପଂଚାୟତର ୮ ମ ସରପଞ୍ଚ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଶ୍ରୀ କାଣ୍ଡିଙ୍କୁ ଛୁରିଅନା ଗ୍ରାମପଂଚାୟତ ର…