ମିନିପୋଲ ଓ ଆଡ଼ି ବନ୍ଧ ଶୁଭ ଉଦଘାଟନ କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ।

କଲ୍ୟାଣସିଂ ହପୁର ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲାକଲ୍ୟାଣସିଂ ହପୁର ବ୍ଲକ ର ବୁଡ଼ାଗୁଡା ପଞ୍ଚାୟତର ଢେପାଗୁଡା ଗାଁ ନିକଟରେ ମିନିପୋଲ ନିର୍ମାଣ ନିମନ୍ତେ ଆଜି ଶୁଭ ପକାଯାଇଛି ।ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନି ପୋଲ…

ଦେଶରେ ପ୍ରଥମ : ୭୩୦୦ ପଞ୍ଜୀକୃତ ହକର ପାଇଲେ ୬୦୦୦ ଟଙ୍କା ଲେଖାଏ

ସ୍ବତନ୍ତ୍ର କୋଭିଡ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଗଲା ୪.୩୮ କୋଟି ଟଙ୍କା ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଲେ ହକର ମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସେତୁ – ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଆମ ଦୁଃଖ…

କର୍ତ୍ତବ୍ୟ କ୍ଷୁଧା ସଫଳ ପେଶାଦାର ସୃଷ୍ଟି କରେ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର(ଶାସକ ପ୍ରଶାସକ) : କର୍ତ୍ତବ୍ୟ ପ୍ରତି କ୍ଷୁଧା ଜାଗ୍ରତ ହେଲେ ଜଣେ କର୍ମଚାରୀ ତା'ର ପେଶାରେ ସଫଳ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ…

ନୟାଗଡ଼ ବିକାଶରେ ଯୋଡିହେଲା ଆଉ ଏକ ଫର୍ଦ୍ଦ

ଉଦ୍ଘାଟିତ ହେଲା 5କୋଟି ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଓ ନବୀକୃତ ନୂତନ ବସଷ୍ଟାଣ୍ଡ ନୟାଗଡ (ବିଶ୍ୱଜିତ ନାୟକ)- ନୟାଗଡ଼ ଜିଲ୍ଲା ବିକାଶରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ। ବହୁଦିନର ସ୍ବପ୍ନ ସାକାର ହୋଇ ନୟାଗଡରେ ନୂତନ ବସଷ୍ଟାଣ୍ଡ ଏବଂ ମାର୍କେଟ କମ୍ପ୍ଲେକ୍ସ ଶୁଭଉଦଘାଟନ…

୨୫ କୋଟି ଟଙ୍କା ବ୍ୟୟ ବରାଦରେ ୬ ଗୋଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ଅରୁଣ ଓ ପଦ୍ମନାଭ

୪୨ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ନିର୍ମିତ ବିଶ୍ରାମାଗାର ଉଦଘାଟିତ ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅଂଚଳରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ତ୍ୱରାନ୍ୱିତ କରି ବିକାଶ ପ୍ରକ୍ରିୟା କରାଯାଇଥିବା ବେଳେ ଅନେକ ଗୁଡ଼ିଏ…

“ବଢିବ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି : ସାମ୍ବାଦିକଙ୍କୁ ପେନ୍ସନ ନେଇ ଆସିବା ନୀତି”

ସୂଚନା ଦେଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭୁବନେଶ୍ୱର (ଶାସକ ପ୍ରଶାସକ) : ସାମ୍ବାଦିକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ | ସମ୍ପ୍ରତ୍ତି ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା କାର୍ଯ୍ୟକାରୀ କରୁଥିବା ବେଳେ ସାମ୍ବାଦିକଙ୍କ ବୀମା ରାଶି…

ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ

ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ଭୁବନେଶ୍ବରରେ ମିଶନ ଶକ୍ତି ବଜାର, ବିଶ୍ବବ୍ୟାପୀ ବିକ୍ରୟ ପାଇଁ ଅନ୍ଲାଇନ ମାର୍କେଟ ପୋର୍ଟାଲ ମିଶନ ଶକ୍ତି ପାଇଁ ଋଣ ୬୦୦୦ କୋଟି ଟଙ୍କାରେ ପହଞ୍ଚିଲା, ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ପଞ୍ଚାୟତ ସ୍ତରର କମ୍ୟୁନିଟି…

ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି: ସହାୟତାରେ…

ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି: ସହାୟତାରେ…

ଫାର୍ମାଶିଷ୍ଟଙ୍କ ସଚେତନ ବାର୍ତ୍ତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଶାକର୍ମୀମାନଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଓ ୧୦୮ର ଜରୁରୀ ସେବା ଉପରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସର…