ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ
ଓଡ଼ଗାଁ, ୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକସ୍ଥିତ ରଘୁନାଥ ମନ୍ଦିର ପରିସରରେ ଥିବା ସରକାରୀ ସୁବିଧା କେନ୍ଦ୍ରରେ ସୋମବାର ସନ୍ଧ୍ୟାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି।
ଜୁନ୍ ୨୩ରୁ ଜୁଲାଇ ୬ ପର୍ଯ୍ୟନ୍ତ ପାଳିତ…